ଖୁବ୍ ଶୀଘ୍ର ଆସିବ କନ୍ୟା ସୁମଙ୍ଗଳ ଯୋଜନାର ଏସଓପି
ଭୁବନେଶ୍ୱର, ୦୨ ଏପ୍ରିଲ (ହି.ସ.)- ଖୁବ୍ ଶୀଘ୍ର ଆସିବ କନ୍ୟା ସୁମଙ୍ଗଳ ଯୋଜନାର ଏସଓପି। ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ଚଳିତ ବଜେଟରେ ଯୋଜନା ଘୋଷଣା କରିଛନ୍ତି । ଏସଓପି ଚୂଡାନ୍ତ ହେବା ପରେ ରୂପରେଖ ସାମ୍ନାକୁ ଆସିବ । ଝିଅ ଜନ୍ମ ହେବାର
pravatti parida


ଭୁବନେଶ୍ୱର, ୦୨ ଏପ୍ରିଲ (ହି.ସ.)- ଖୁବ୍ ଶୀଘ୍ର ଆସିବ କନ୍ୟା ସୁମଙ୍ଗଳ ଯୋଜନାର ଏସଓପି। ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ଚଳିତ ବଜେଟରେ ଯୋଜନା ଘୋଷଣା କରିଛନ୍ତି । ଏସଓପି ଚୂଡାନ୍ତ ହେବା ପରେ ରୂପରେଖ ସାମ୍ନାକୁ ଆସିବ । ଝିଅ ଜନ୍ମ ହେବାର ବର୍ଷକ ଭିତରେ ତା ଖାତାକୁ ସରକାର ଟଙ୍କା ପଠାଇବେ। ୨୧ ବର୍ଷ ହେବା ବେଳକୁ ଆକାଉଂଟକୁ ସରକାର ଲକ୍ଷଧିକ ଟଙ୍କା ଦେଇ ସାରିଥିବେ। ଏହି ଯୋଜନାରେ ଶିକ୍ଷାକୁ ଗୁରୁତ୍ୱ ଦିଆଯାଉଛି। ବଜେଟରେ ଘୋଷଣା ହୋଇଥିବା ୩ ଟି ଯୋଜନା ପାଇଁ ଏସଓପି ଆସିବ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande