
ଭୁବନେଶ୍ୱର, 02 ଏପ୍ରିଲ୍ (ହି.ସ.)- ହନୁମାନ ଜୟନ୍ତୀର
ଶୁଭକାମନା ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏନେଇ ସୋସିଆଲ ମିଡିଆ ଏକ୍ସରେ
କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ସମସ୍ତ ଦେଶବାସୀଙ୍କୁ ଭଗବାନ ହନୁମାନ ଜୟନ୍ତୀର ଶୁଭେଚ୍ଛା ଓ
ଅଭିନନ୍ଦନ।
ପବନପୁତ୍ର ହନୁମାନଙ୍କ ନିକଟରେ
ପ୍ରାର୍ଥନା ଯେ ସେ ସମସ୍ତଙ୍କ ଜୀବନରେ ଶକ୍ତି, ବୁଦ୍ଧି, ସ୍ୱାସ୍ଥ୍ୟ
ଓ ସମୃଦ୍ଧିର ଆଶୀର୍ବାଦ ପ୍ରଦାନ କରନ୍ତୁ ଏବଂ ରାଷ୍ଟ୍ରକୁ ନିରନ୍ତର ପ୍ରଗତିର ପଥରେ ଅଗ୍ରସର
କରନ୍ତୁ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା