
ଭୁବନେଶ୍ୱର, 02 ଏପ୍ରିଲ୍ (ହି.ସ.)- ପବିତ୍ର ଚୈତ୍ର
ପୂର୍ଣ୍ଣିମାର ଶୁଭେଚ୍ଛା ଜଣାଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା । ଏନେଇ ସୋସିଆଲ
ମିଡିଆ ଏକ୍ସରେ ପ୍ରଭାତି ପରିଡା କହିଛନ୍ତି ଯେ, ପବିତ୍ର ଚୈତ୍ର ପୂର୍ଣ୍ଣିମାର ଶୁଭ ଅବସରରେ
ଆପଣମାନଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଉଛି । ଚୈତ୍ର ପୂର୍ଣ୍ଣିମା ଆପଣଙ୍କ
ଜୀବନରେ ସୁଖ, ଶାନ୍ତି
ଓ ସମୃଦ୍ଧି ଭରିଦେଉ ଏତିକି ପ୍ରାର୍ଥନା ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା