
ଗଂଜାମ, 23 ଏପ୍ରିଲ୍ (ହି.ସ.) ଦୁର୍ଦ୍ଦାନ୍ତ ଅପରାଧୀ ଲମ୍ବୁତାରିଣୀକୁ ଭଞ୍ଜନଗର ପୁଲିସ ଆଜି ସକାଳେ ସିଆରିମାଳ ଗାଁରୁ ଗିରିଫ କରିଛି । ତାସହ ତାଠାରୁ ତିନୋଟି ଵନ୍ଧୁକ ଓ ତିନୋଟି ଗୁଳି ଜବତ କରିଛି। ଭଞ୍ଜନଗର ଥାନାରେ ତା ନାମରେ ଏକାଧିକ ମାମଲା ରହିଛି। କିଛି ଦିନ ଧରି ସେ ଜେଲରେ ବନ୍ଦୀ ରହିଥିଲା।
---------------
ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ