ଲୋକଙ୍କ ଅଭିଯୋଗ ଶୁଣିଲେ ପ୍ରଭାତୀ ପରିଡା
ଭୁବନେଶ୍ୱର, ୨୪ ଏପ୍ରିଲ (ହି.ସ) - ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ଶୁକ୍ରବାର ଦିନ ନିଜ ସରକାରୀ ବାସ ଭବନରେ ବିଭିନ୍ନ ଅଂଚଳରୁ ଆସିଥିବା ଲୋକଙ୍କ ଅଭିଯୋଗ ଶୁଣିଛନ୍ତି। ଏକ୍ସରେ ପୋଷ୍ଟ କରି ଶ୍ରୀମତୀ ପରିଡା ଲେଖିଛନ୍ତି ଜନତାଙ୍କ ସହ ସିଧାସଳଖ ଆଲୋଚନା ଜରିଆରେ ସେମାନଙ୍କ ଅଭିଯୋଗ ଶୁଣିବା
p[o[]\p


ଭୁବନେଶ୍ୱର, ୨୪ ଏପ୍ରିଲ (ହି.ସ) - ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ଶୁକ୍ରବାର ଦିନ ନିଜ ସରକାରୀ ବାସ ଭବନରେ ବିଭିନ୍ନ ଅଂଚଳରୁ ଆସିଥିବା ଲୋକଙ୍କ ଅଭିଯୋଗ ଶୁଣିଛନ୍ତି।

ଏକ୍ସରେ ପୋଷ୍ଟ କରି ଶ୍ରୀମତୀ ପରିଡା ଲେଖିଛନ୍ତି ଜନତାଙ୍କ ସହ ସିଧାସଳଖ ଆଲୋଚନା ଜରିଆରେ ସେମାନଙ୍କ ଅଭିଯୋଗ ଶୁଣିବା, ସମସ୍ୟା ବାବଦରେ ପଚାରିବୁଝିବା ଏବଂ ସେସବୁର ସମାଧାନ ପାଇଁ ବ୍ୟବସ୍ଥା କରିବା ପ୍ରତି ଆମ ସରକାର ଗୁରୁତ୍ୱ ଦେଉଛନ୍ତି । ଏହି କ୍ରମରେ ଆଜି ସରକାରୀ ବାସଭବନଠାରେ, ବିଭିନ୍ନ ଅଞ୍ଚଳରୁ ଆସିଥିବା ଲୋକଙ୍କ ଅଭିଯୋଗ ଶୁଣିଲି ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande