
ଗଂଜାମ, 23 ଏପ୍ରିଲ୍ (ହି.ସ.) ବ୍ରହ୍ମପୁରର ପ୍ଳଟ ବ୍ୟବସାୟୀ ସୁଧୀରପାତ୍ର ହତ୍ୟାକାଣ୍ଡରେ ଝିଆରୀ ନିବେଦିତା ପାତ୍ର ଓ ତାଙ୍କ ବୟଫ୍ରେଣ୍ଡ କାଳୁପ୍ରଧାନ ମୁଖ୍ୟ ଅଭିଯୁକ୍ତ ବୋଲି ବ୍ରହ୍ମପୁର ପୁଲିସ୍ ପ୍ରେସମିଟରେ ଆଜି ସୂଚନା ଦେଇଛନ୍ତି । ଏହିଘଟଣାରେ ସଂପୃକ୍ତ ଥିବା 9ଜଣଙ୍କୁ ମଧ୍ୟ ପୁଲିସ୍ ଗିରଫ କରିଛି । ଗିରଫ ସମସ୍ତଙ୍କୁ ପୁଲିସ କୋର୍ଟ ଚାଲାଣ କରିଛି । ସଂପତ୍ତି ପାଇଁ ଏହି ହତ୍ୟାକାଣ୍ଡ ଘଟିଥିବା ଜଣାପଡ଼ିଛି ।
---------------
ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ