ଜନଗଣନା କର୍ମଚାରୀଙ୍କ ସୁରକ୍ଷା ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ- ମନ୍ତ୍ରୀ
ଭୁବନେଶ୍ୱର, 23 ଏପ୍ରିଲ (ହି.ସ)- ଜନଗଣନା ବେଳେ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଆକ୍ରମଣକୁ କଡା ନିନ୍ଦା କରିଛନ୍ତି ଗଣ ଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ। ସେ କହିଛନ୍ତି ଯେ, ସେମାନଙ୍କ ସୁରକ୍ଷା ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ। ଯେଉଁମାନେ ଆକ୍ରମଣ କରିଥିଲେ
ଜନଗଣନା କର୍ମଚାରୀଙ୍କ ସୁରକ୍ଷା     ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ- ମନ୍ତ୍ରୀ


ଭୁବନେଶ୍ୱର, 23 ଏପ୍ରିଲ (ହି.ସ)-

ଜନଗଣନା ବେଳେ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଆକ୍ରମଣକୁ କଡା ନିନ୍ଦା କରିଛନ୍ତି ଗଣ ଶିକ୍ଷା ମନ୍ତ୍ରୀ

ନିତ୍ୟାନନ୍ଦ ଗଣ୍ଡ। ସେ କହିଛନ୍ତି ଯେ, ସେମାନଙ୍କ

ସୁରକ୍ଷା ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ। ଯେଉଁମାନେ

ଆକ୍ରମଣ କରିଥିଲେ ସେମାନଙ୍କୁ ଗିରଫ କରାଯାଇଛି।ଯେଉଁଠି ବି ଏମିତି ଘଟଣା ହେବ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ।ଜନଗଣନା ଅଧିକାରୀ ଘରକୁ

ଗଲେ ସହଯୋଗ କରନ୍ତୁ ବୋଲି ମନ୍ତ୍ରୀ ଅପିଲ କହିଛନ୍ତି।.

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande