ରଥଖଳାରେ କନ୍ଧମାଳରୁ ୨୩ ଖଣ୍ଡ ଧଉରା କାଠ ପହଁଚିଲା
ପୁରୀ, ୨୭ ଅପ୍ରେଲ (ହି.ସ.)- ଗତକାଲି ବିଳମ୍ବିତ ରାତ୍ରରେ ପୁରୀ ରଥଖଳାରେ ୨୩ ଖଣ୍ଡ ଧଉରା କାଠ ପହଞ୍ଚିଛି | ଅଷ୍ଟମ ଦଫାରେ ଏହି ରଥକାଠ କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ କୋଟଗଡ଼ ରେଞ୍ଜ ରୁ ଉକ୍ତ ୪୦ ଫୁଟିଆ ୨୩ ଖଣ୍ଡ ଧାଉରା କାଠ ଆସିଅଛି। ରଥଖଳାରେ ଏବେ କାମ ଜୋରସୋର ଚାଲିଛି | ତୁମ୍ବ ନିର୍ମାଣ,
ରଥଖଳା ରେ କନ୍ଧମାଳ ରୁ ୨୩ ଖଣ୍ଡ ଧଉରା କାଠ ପହଁଚିଲା


ପୁରୀ, ୨୭ ଅପ୍ରେଲ (ହି.ସ.)- ଗତକାଲି ବିଳମ୍ବିତ ରାତ୍ରରେ ପୁରୀ ରଥଖଳାରେ ୨୩ ଖଣ୍ଡ ଧଉରା କାଠ ପହଞ୍ଚିଛି | ଅଷ୍ଟମ ଦଫାରେ ଏହି ରଥକାଠ କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ କୋଟଗଡ଼ ରେଞ୍ଜ ରୁ ଉକ୍ତ ୪୦ ଫୁଟିଆ ୨୩ ଖଣ୍ଡ ଧାଉରା କାଠ ଆସିଅଛି। ରଥଖଳାରେ ଏବେ କାମ ଜୋରସୋର ଚାଲିଛି | ତୁମ୍ବ ନିର୍ମାଣ, ସାଇଜ ଓ ଗୋଲେଇ କାର୍ଯ୍ୟ ଶେଷ ହୋଇ ତୁମ୍ବ ବିନ୍ଧ କାର୍ଯ୍ୟ ଚାଲିଛି |

ହିନ୍ଦୁସ୍ଥାନ ସମାଚାର / ବିଜୟ


 rajesh pande