ଚୈତ୍ର ମହୋତ୍ସବ ପାଇଁ କୈବର୍ତ ସମାଜର ଦ୍ୱିତୀୟ ପ୍ରସ୍ତୁତି ବୈଠକ
କେନ୍ଦ୍ରାପଡ଼ା, ୨୭ ଏପ୍ରିଲ୍(ହି.ସ.) – କୈବର୍ତ ଭବନ କେନ୍ଦ୍ରାପଡ଼ା ଠାରେ ଚୈତ୍ର ମହୋତ୍ସବ ୨୦୨୬ ପାଳନ ସମ୍ପର୍କ ରେ ଏକ ୨ୟ ପ୍ରସ୍ତୁତି ବୈଠକ ଶ୍ରୀ ରଞ୍ଜନ କୁମାର ବେହେରାଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଥିଲା ଉକ୍ତ ବୈଠକ ରେ ଜିଲ୍ଲା କମିଟି ର ସମସ୍ତ ସଦସ୍ୟ ଶ୍ରୀ ରାଜକିଶୋରେ ମହାପାତ୍ର କାର୍ୟ୍ୟ କା
---------ଚୈତ୍ର ମହୋତ୍ସବ ପାଇଁ କୈବର୍ତ ସମାଜର ଦ୍ୱିତୀୟ ପ୍ରସ୍ତୁତି ବୈଠକ


କେନ୍ଦ୍ରାପଡ଼ା, ୨୭ ଏପ୍ରିଲ୍(ହି.ସ.) – କୈବର୍ତ ଭବନ କେନ୍ଦ୍ରାପଡ଼ା ଠାରେ ଚୈତ୍ର ମହୋତ୍ସବ ୨୦୨୬ ପାଳନ ସମ୍ପର୍କ ରେ ଏକ ୨ୟ ପ୍ରସ୍ତୁତି ବୈଠକ ଶ୍ରୀ ରଞ୍ଜନ କୁମାର ବେହେରାଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଥିଲା ଉକ୍ତ ବୈଠକ ରେ ଜିଲ୍ଲା କମିଟି ର ସମସ୍ତ ସଦସ୍ୟ ଶ୍ରୀ ରାଜକିଶୋରେ ମହାପାତ୍ର କାର୍ୟ୍ୟ କାରି ସଭାପତି ନାରାୟଣ ପ୍ରଦାଡ ବେହେରା ସମ୍ପାଦକ ଭାବଗ୍ରାହୀ ବେହେରା ବିଚିତ୍ରା ନନ୍ଦ ବେହେରା ପାର୍ବତୀ ବେହେରା ସରସ୍ୱତୀ ବେହେରା ଅନନ୍ତ ବେହେରା ରାଜ୍ୟ ସଭାପତି ୟକ୍ସ ଦେବେନ୍ଦ୍ର ନାଥ ବେହେରା ବିଷ୍ଣୁ ଚରଣ ବେହେରା ରାଜ୍ୟ ଉପସଭାପତି ଓ ଅନ୍ୟାନ୍ୟ କର୍ମକର୍ତା ଆଦି ଉପସ୍ଥିତ ଥିଲେ. ଏହି ବୈଠକରେ ଚୈତ୍ର ମହୋତ୍ସବ ର ସଫଳ ରୂପାୟନ ପାଇଁ କର୍ମକର୍ତାଙ୍କ ମଧ୍ୟରେ ଦାୟିତ୍ୱ ବଂଟନ କରାଗଲା।

......................................

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande