ଛତ୍ରପୁରରେ ଠାକୁରାଣୀ ଯାତ୍ରା
ଗଞ୍ଜାମ, ୨୭ ଏପ୍ରିଲ (ହି.ସ.)- ଗଞ୍ଜାମ ଜିଲାର ସଦର ମହକୁମା ଛତ୍ରପୁର ସହରର ଆରାଧ୍ୟା ଦେବୀ ମା ବ୍ୟାଘ୍ର ଦେବୀଙ୍କ ଦ୍ଵିବାର୍ଷିକ ଠାକୁରାଣୀ ଯାତ୍ରା ଗତକାଲି ବିଳମ୍ବିତ ରାତିରୁ ଆରମ୍ଭ ହୋଇଯାଇଛି। ଆସନ୍ତା କାଲି ଠାରୁ ମା ଙ୍କ ନଗର ଭ୍ରମଣ ଯାତ୍ରା ପଟୁଆରରେ ହେବ। ଯାତ୍ରା ମଇ ୪ ତାରିଖରେ ଶେଷ ହେଵ ଵୋ
ଛତ୍ରପୁରରେ ଠାକୁରାଣୀ ଯାତ୍ରା


ଗଞ୍ଜାମ, ୨୭ ଏପ୍ରିଲ (ହି.ସ.)- ଗଞ୍ଜାମ ଜିଲାର ସଦର ମହକୁମା ଛତ୍ରପୁର ସହରର ଆରାଧ୍ୟା ଦେବୀ ମା ବ୍ୟାଘ୍ର ଦେବୀଙ୍କ ଦ୍ଵିବାର୍ଷିକ ଠାକୁରାଣୀ ଯାତ୍ରା ଗତକାଲି ବିଳମ୍ବିତ ରାତିରୁ ଆରମ୍ଭ ହୋଇଯାଇଛି। ଆସନ୍ତା କାଲି ଠାରୁ ମା ଙ୍କ ନଗର ଭ୍ରମଣ ଯାତ୍ରା ପଟୁଆରରେ ହେବ। ଯାତ୍ରା ମଇ ୪ ତାରିଖରେ ଶେଷ ହେଵ ଵୋଲି ଯାତ୍ରା କମିଟି ପକ୍ଷରୁ ସୂଚନା ମିଳିଛି।

ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ


 rajesh pande