ସଂଗୀତ ବିଦ୍ୟାଳୟ ପଞ୍ଚମ ର ମାସାନ୍ତ ରବିବାସରୀୟ ସଙ୍ଗୀତ ସନ୍ଧ୍ୟା
ବଲାଙ୍ଗିର, ୨୭ ଏପ୍ରିଲ୍ (ହି.ସ.)- ମାସର ଶେଷ ରବିବାର ଅବସରରେ ସଙ୍ଗୀତ ବିଦ୍ୟାଳୟ ପଞ୍ଚମ ର ମାସିକ କାର୍ଯ୍ୟକ୍ରମ ମାସାନ୍ତ ରବିବାସରୀୟ ସଙ୍ଗୀତ ସନ୍ଧ୍ୟା ଅନୁଷ୍ଠାନ ର ନୃତ୍ୟ ମଣ୍ଡପରେ ଆୟୋଜିତ ହୋଇଯାଇଛି। କାର୍ଯ୍ୟକ୍ରମର ପ୍ରାରମ୍ଭରେ ଅଧ୍ୟକ୍ଷ ମୁରଲି ଧାରି ପତି ହିନ୍ଦି ଭଜନ ମେଲି ଚାଦର ଓଢକେ କେ
ସଂଗୀତ ବିଦ୍ୟାଳୟ   ପଞ୍ଚମ  ର ମାସାନ୍ତ ରବିବାସରୀୟ ସଙ୍ଗୀତ ସନ୍ଧ୍ୟା. ବଲାଙ୍ଗିର ତା -27-04-26. ଗତକାଲି

ବଲାଙ୍ଗିର, ୨୭ ଏପ୍ରିଲ୍ (ହି.ସ.)- ମାସର ଶେଷ ରବିବାର ଅବସରରେ ସଙ୍ଗୀତ ବିଦ୍ୟାଳୟ ପଞ୍ଚମ ର ମାସିକ କାର୍ଯ୍ୟକ୍ରମ ମାସାନ୍ତ ରବିବାସରୀୟ ସଙ୍ଗୀତ ସନ୍ଧ୍ୟା ଅନୁଷ୍ଠାନ ର ନୃତ୍ୟ ମଣ୍ଡପରେ ଆୟୋଜିତ ହୋଇଯାଇଛି। କାର୍ଯ୍ୟକ୍ରମର ପ୍ରାରମ୍ଭରେ ଅଧ୍ୟକ୍ଷ ମୁରଲି ଧାରି ପତି ହିନ୍ଦି ଭଜନ ମେଲି ଚାଦର ଓଢକେ କେସେ, ଆୟୁଷ୍ନାନ ପାଣିଗ୍ରାହୀଙ୍କ ଦିନର ସୁରୁଜ ତୁ ମୋ ରାତିର ତାରା, ବର୍ଷାରାଣୀ ସାହୁଙ୍କ ହାଏରେ କାଏଁ ମହନି ଲାଗିଛେ, ବବିତା ତ୍ରିପାଠୀ ଙ୍କ ନିମ କୁ ଚନ୍ଦନ, ବିନାୟକ ମିଶ୍ର ଙ୍କ ବାବା ଓ ବାବା, ଯଶୋବନ୍ତି ମାନ୍ତ ଙ୍କ ଆଖି ମୁଜି ଦେଲେ ପ୍ରଭୃତିଙ୍କ ଗୀତ ଦର୍ଶକକୁ ବାନ୍ଧି ରଖିଥିବା ବେଳେ ଯନ୍ତ୍ର ସଂଗୀତ ରେ ଅଦ୍ୱେତ କୁମାର ସାହୁ,ରୁଦ୍ରାନ୍ସ ବ୍ରହ୍ମ୍ଛା, ସତ୍ଵିକ ହୋତା,ଆୟୁଷ କୁମାର ପ୍ରଧାନ, ଜି. କୁମାର, ପ୍ରଣୀତ ପ୍ରମୁଖ

ଦର୍ଶକଙ୍କୁ ଅମୋଦିତ କରିବାରେ ସଫଳ ହୋଇଥିଲେ।

କାର୍ଯ୍ୟକ୍ରମକୁ ପରିଚାଳନାରେ ସହଯୋଗ କରିଥିଲେ ଗୁରୁଶ୍ରୀ ଗୌର କିଶୋର ମହାପାତ୍ର, ସଂସ୍କାର ସ୍ଵସୃପ ମିଶ୍ର, ଶୁଭେନ୍ଦୁ ଜାଲ, ରାଜ ହୋତା, କୃଷ୍ଣରାଜ ପତି ପ୍ରମୁଖ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ

 rajesh pande