ବ୍ରୋଞ୍ଜ ପଦକ ବିଜୟୀ ଓଡ଼ିଶାର ସିନିୟର ପୁରୁଷ ରୋଲ୍ ବଲ୍ ଟିମ୍ କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର, 27 ଏପ୍ରିଲ୍ (ହି.ସ.)- ''ନ୍ୟାସନାଲ ଇଷ୍ଟ ଜୋନ୍ ସିନିୟର ରୋଲ୍ ବଲ୍ ଚାମ୍ପିଅନସିପ୍ ୨୦୨୬''ରେ ବ୍ରୋଞ୍ଜ ପଦକ ବିଜୟୀ ଓଡ଼ିଶାର ସିନିୟର ପୁରୁଷ ରୋଲ୍ ବଲ୍ ଟିମ୍ କୁ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏନେଇ ସୋସିଆଲ ମିଡିଆ ଏକ୍ସରେ ମୁଖ୍ୟମନ
ଶୁଭେଚ୍ଛା


ଭୁବନେଶ୍ୱର, 27 ଏପ୍ରିଲ୍ (ହି.ସ.)- 'ନ୍ୟାସନାଲ ଇଷ୍ଟ ଜୋନ୍ ସିନିୟର ରୋଲ୍ ବଲ୍ ଚାମ୍ପିଅନସିପ୍ ୨୦୨୬'ରେ ବ୍ରୋଞ୍ଜ ପଦକ

ବିଜୟୀ ଓଡ଼ିଶାର ସିନିୟର ପୁରୁଷ ରୋଲ୍ ବଲ୍ ଟିମ୍ କୁ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ

ମୋହନ ଚରଣ ମାଝୀ । ଏନେଇ ସୋସିଆଲ ମିଡିଆ ଏକ୍ସରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ମେଘାଳୟର

ଶିଲଂଠାରେ ଅନୁଷ୍ଠିତ 'ନ୍ୟାସନାଲ ଇଷ୍ଟ

ଜୋନ୍ ସିନିୟର ରୋଲ୍ ବଲ୍ ଚାମ୍ପିଅନସିପ୍ ୨୦୨୬'ରେ ବ୍ରୋଞ୍ଜ ପଦକ ବିଜୟୀ ଓଡ଼ିଶାର ସିନିୟର ପୁରୁଷ ରୋଲ୍ ବଲ୍ ଟିମ୍

କୁ ଆନ୍ତରିକ ଅଭିନନ୍ଦନ।

ସମସ୍ତ

ଖେଳାଳି ଓ ପ୍ରଶିକ୍ଷକଙ୍କ ଉଜ୍ଜଳ ଭବିଷ୍ୟତ କାମନା କରିବା ସହ କ୍ରୀଡ଼ା କ୍ଷେତ୍ରରେ ସେମାନଙ୍କର

ଉତ୍ତରୋତ୍ତର ଉନ୍ନତି କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande