ଇଷ୍ଟରର ଶୁଭକାମନା ଜଣାଇଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ, 05 ଏପ୍ରିଲ (ହି.ସ.)। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଦେଶବାସୀଙ୍କୁ ଇଷ୍ଟର ଅବସରରେ ଶୁଭେଚ୍ଛା ଜଣାଇଛନ୍ତି। ସେ ‘ଏକ୍ସ’ରେ କହିଛନ୍ତି, “ଇଷ୍ଟରର ହାର୍ଦ୍ଦିକ ଶୁଭେଚ୍ଛା! ଏହି ପବିତ୍ର ଦିନ ଆଶା ଏବଂ ନବଜୀବନର ଉତ୍ସବ। ଏହା ସମସ୍ତଙ୍କ ଜୀବନରେ ଶାନ୍ତି, ଆନନ୍
ଇଷ୍ଟରର ଶୁଭକାମନା ଜଣାଇଲେ     ପ୍ରଧାନମନ୍ତ୍ରୀ


ନୂଆଦିଲ୍ଲୀ, 05 ଏପ୍ରିଲ (ହି.ସ.)। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର

ଦେଶବାସୀଙ୍କୁ ଇଷ୍ଟର ଅବସରରେ ଶୁଭେଚ୍ଛା ଜଣାଇଛନ୍ତି। ସେ ‘ଏକ୍ସ’ରେ କହିଛନ୍ତି, “ଇଷ୍ଟରର ହାର୍ଦ୍ଦିକ ଶୁଭେଚ୍ଛା! ଏହି ପବିତ୍ର ଦିନ ଆଶା ଏବଂ ନବଜୀବନର

ଉତ୍ସବ। ଏହା ସମସ୍ତଙ୍କ ଜୀବନରେ ଶାନ୍ତି, ଆନନ୍ଦ ଏବଂ ଆଲୋକ ଆଣୁ। ଯୀଶୁଙ୍କର

ଶିକ୍ଷା ସମସ୍ତଙ୍କୁ ଦୟାଳୁ ହେବା ପାଇଁ ପ୍ରେରଣା ଦେଉ ଏବଂ ସମାଜରେ ଏକତାର ଭାବନାକୁ ଶକ୍ତିଶାଳୀ

କରୁ।”

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande