ବାବୁ ଜଗଜୀବନ ରାମଙ୍କ ଜୟ୍ତୀରେ ତାଙ୍କୁ ଶ୍ରଦ୍ଧାଂଜଳି ଜ୍ଞାପନ କଲେ ପିଏମ ମୋଦି
ନୂଆଦିଲ୍ଲୀ, 05 ଏପ୍ରିଲ (ହି.ସ.)। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ପୂର୍ବତନ ଉପ-ପ୍ରଧାନମନ୍ତ୍ରୀ ବାବୁ ଜଗଜୀବନ ରାମଙ୍କ ଜୟନ୍ତୀ ଅବସରରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ‘ଏକ୍ସ’ରେ ଲେଖିଛନ୍ତି, “ପୂର୍ବତନ ଉପ-ପ
ବାବୁ ଜଗଜୀବନ ରାମଙ୍କ ଜୟ୍ତୀରେ     ତାଙ୍କୁ ଶ୍ରଦ୍ଧାଂଜଳି ଜ୍ଞାପନ କଲେ ପିଏମ ମୋଦି


ନୂଆଦିଲ୍ଲୀ, 05 ଏପ୍ରିଲ (ହି.ସ.)। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର

ପୂର୍ବତନ ଉପ-ପ୍ରଧାନମନ୍ତ୍ରୀ ବାବୁ ଜଗଜୀବନ ରାମଙ୍କ ଜୟନ୍ତୀ ଅବସରରେ ତାଙ୍କୁ ଶ୍ରଦ୍ଧାଞ୍ଜଳି

ଅର୍ପଣ କରିଛନ୍ତି।

ପ୍ରଧାନମନ୍ତ୍ରୀ ମୋଦି ‘ଏକ୍ସ’ରେ

ଲେଖିଛନ୍ତି, “ପୂର୍ବତନ

ଉପ-ପ୍ରଧାନମନ୍ତ୍ରୀ ବାବୁ ଜଗଜୀବନ ରାମଙ୍କୁ ତାଙ୍କ ଜୟନ୍ତୀରେ ଶତ-ଶତ ନମନ! ସେ କଲ୍ୟାଣମୂଳକ

କାର୍ଯ୍ୟ ଏବଂ ସାମାଜିକ ନ୍ୟାୟ ପାଇଁ ନିଜ ଜୀବନ ସମର୍ପିତ କରିଥିଲେ। ଦେଶ ପାଇଁ ତାଙ୍କର ଅମୂଲ୍ୟ

ଅବଦାନ ସର୍ବଦା ସ୍ମରଣୀୟ ରହିବ।”

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande