---କେନ୍ଦ୍ରାପଡାହାଇସ୍କୁଲ ର ବାର୍ଷିକଉତ୍ସବ
Kendrapara, 09 ଏପ୍ରିଲ୍ (ହି.ସ.) ------------ କେନ୍ଦ୍ରାପଡା-୦୯/୦୪: ରାଜ୍ୟର ଅନ୍ୟତମ ପୁରୁଣା ଉଚ୍ଚ ବିଦ୍ୟାଳୟଭାବେ ପରିଚିତକେନ୍ଦ୍ରାପଡାସରକାରୀ ଉଚ୍ଚ ବିଦ୍ୟାଳୟରେ ବାର୍ଷିକୋତ୍ସବ୨୦୨୫-୨୬ ମହା ଆଡମ୍ଭରରେହାଇସ୍କୁଲର ପ୍ରଧାନ ଶିକ୍ଷକ ମଦନ ମୋହନ କରଙ୍କ ସଭାପତିତ୍ୱରେ ଅନୁଷ୍ଠିତହୋଇଯାଇଛି । ଏଥ
---କେନ୍ଦ୍ରାପଡାହାଇସ୍କୁଲ ର ବାର୍ଷିକଉତ୍ସବ


Kendrapara, 09 ଏପ୍ରିଲ୍ (ହି.ସ.)

------------

କେନ୍ଦ୍ରାପଡା-୦୯/୦୪: ରାଜ୍ୟର ଅନ୍ୟତମ ପୁରୁଣା ଉଚ୍ଚ ବିଦ୍ୟାଳୟଭାବେ ପରିଚିତକେନ୍ଦ୍ରାପଡାସରକାରୀ ଉଚ୍ଚ ବିଦ୍ୟାଳୟରେ ବାର୍ଷିକୋତ୍ସବ୨୦୨୫-୨୬ ମହା ଆଡମ୍ଭରରେହାଇସ୍କୁଲର ପ୍ରଧାନ ଶିକ୍ଷକ ମଦନ ମୋହନ କରଙ୍କ ସଭାପତିତ୍ୱରେ ଅନୁଷ୍ଠିତହୋଇଯାଇଛି । ଏଥିରେକେନ୍ଦ୍ରାପଡାବିଧାୟକଗଣେଶ୍ୱରବେହେରାମୁଖ୍ୟ ଅତିଥି ଭାବେଯୋଗ ଦେଇଥିବାବେଳେ ପଂଚଶାଖାଶିକ୍ଷାସେତୁରସଭାପତିଡକ୍ଟରବିଶ୍ୱପ୍ରକାଶକାନୁନ୍ଗୋ ସମ୍ମାନୀତ ଅତିଥି, ବରିଷ୍ଠ ଆଇନ୍ଜିବୀସରୋଜରାଜସିଂ, କ୍ରିଡାସଂସଦ ସଂପାଦକ ସୟଦ୍ ଅକମଲ୍ ଅଲ୍ଲୀ, ମହମ୍ମଦ ଜାହିଦ୍, ଚୈତନ୍ୟକୁମାରସ୍ୱାଇଁ, ହେମନ୍ତ କୁମାରଜେନା, ବଳରାମମହାନ୍ତି, ଚିତରଂଜନ ଭଗତ୍ ପ୍ରମୁଖ ଅତିଥିଭାବେଯୋଗ ଦେଇ ସ୍କୁଲରେ ଅଧ୍ୟୟନ କରୁଥିବାଛାତ୍ରଛାତ୍ରୀଙ୍କର ଉଜ୍ଜଳ ଭବିଷ୍ୟତକାମନାକରିବାସହବିଭିନ୍ନ ପ୍ରତିଯୋଗୀତା ତଥା ଅଂଶଗ୍ରହଣକରିଉତୀର୍ଣ୍ଣହୋଇଥିବାଛାତ୍ରଛାତ୍ରୀମାନଙ୍କୁ ଅର୍ଥରାଶି, ମାନପତ୍ର, ପୁଷ୍ପଗୁଚ୍ଛ ଓ ଉତରୀୟ ପ୍ରଦାନ କରି ସମ୍ବର୍ଦ୍ଧିତକରିଥିଲେ ।କାର୍ଯ୍ୟକ୍ରମରେଶିକ୍ଷକରମାକାନ୍ତ ମହାପାତ୍ର ଅତିଥି ପରିଚୟ ପ୍ରଦାନ କରିଥିବାବେଳେବରିଷ୍ଠଶିକ୍ଷକଶିବ ପ୍ରସାଦ ନାୟକବାର୍ଷିକବିବରଣୀ ଓ ମଂଚ ପରିଚାଳନାକରିଥିଲେ ।ଶିକ୍ଷକ ପ୍ରକାଶଚନ୍ଦ୍ର ଦାସକାର୍ଯ୍ୟକ୍ରମରେସହଯୋଗ ପ୍ରଦାନ କରିଥିବାବେଳେ ପବିତ୍ରମୋହନ ଜେନା ଧନ୍ୟବାଦ ଅର୍ପଣକରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande