
କେନ୍ଦ୍ରାପଡା-09 ଏପ୍ରିଲ୍ (ହି.ସ.) ପିଏମ୍ଶ୍ରୀକେନ୍ଦ୍ରାପଡାହାଇସ୍କୁଲରେବାର୍ଷିକକ୍ରୀଡା ପୁରସ୍କାରବିତରଣଉତ୍ସବ ପ୍ରଧାନ ଶିକ୍ଷକ ମଦନ ମୋହନ କରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତହୋଇଯାଇଛି ।ବରିଷ୍ଠଶିକ୍ଷକଶିବ ପ୍ରସାଦ ନାୟକଙ୍କସଂଯୋଜନାରେ ଆୟୋଜିତଏହିକାର୍ଯ୍ୟକ୍ରମରେକେନ୍ଦ୍ରାପଡାର ଅତିରିକ୍ତ ଆରକ୍ଷୀ ଅଧିକ୍ଷକସୁଧାକରସାହୁମୁଖ୍ୟ ଅତିଥି ଭାବେଯୋଗ ଦେଇଥିବାବେଳେଜିଲ୍ଲାକ୍ରୀଡାସଂସଦ ସଂପାଦକ ସୟଦ୍ ଅକମଲ୍ ଅଲ୍ଲୀମୁଖ୍ୟବକ୍ତା, ସମ୍ମାନୀତ ଅତିଥି ଭାବେ ଅବସରପ୍ରାପ୍ତ ଅଗ୍ନିଶ୍ରମ ଅଧିକାରୀବଳରାମମହାନ୍ତି, ସୟଦ୍ ମହମ୍ମଦ ଜାହିର୍, ପୂର୍ବତନ ଆନ୍ତର୍ଜାତୀୟ ଫୁଟବଲ୍ଖେଳାଳୀ ଆଲୋଚନାସେନାପତି ପ୍ରମୁଖ ସମ୍ମାନୀତ ଅତିଥି ଭାବେଯୋଗଦେଇ ଛାତ୍ର/ଛାତ୍ରୀମାନଙ୍କମଧ୍ୟରେ ଅନୁଷ୍ଠିତହୋଇଥିବାବିଭିନ୍ନ ପ୍ରତିଯୋଗୀତା ତଥା ଗଳ୍ପ, ପ୍ରଶ୍ନଉତ୍ତରକାର୍ଯ୍ୟକ୍ରମ, ଚିତ୍ରାଙ୍କନ, ବକ୍ତୃତା, ଚିତାଗତକୈାଶଳ, ବିଜ୍ଞାନ ପ୍ରଦର୍ଶନ, କନିଷ୍ଠ ଓ ବରିଷ୍ଠଗ୍ରୁପ୍ର ଅନ୍ୟାନ୍ୟ ପ୍ରତିଯୋଗୀତା, ଦକ୍ଷ ସ୍ୱେଚ୍ଛାସେବୀ, ସାଂସ୍କୃତିକକାର୍ଯ୍ୟକ୍ରମ, ଛାତ୍ରନେତୃତ୍ୱ, ହାଇଜମ୍ପ, ଲଙ୍ଗଜମ୍ପ, ଦୈାଡ, ଜାଭଲିନ୍୍େରଥା, ଫୁଟବଲ୍ଖେଳ, ସାଇକେଲ୍ରେସ୍, ମ୍ୟୁଜିକ୍ଚେୟାର ଆଦିରେ ଅଂଶଗ୍ରହଣକରିଉତୀର୍ଣ୍ଣହୋଇଥିବାଶତାଧିକଛାତ୍ର/ଛାତ୍ରୀଙ୍କୁ ନଗଦ ଅର୍ଥରାଶି, ଉପଢୈାକନ, ମାନପତ୍ର, କପ୍ସିଲ୍ ଆଦି ପ୍ରଦାନ କରି ସମ୍ବର୍ଦ୍ଧିତକରାଯାଇଛି । ଆୟୋଜିତଏହିକାର୍ଯ୍ୟକ୍ରମରେଶିକ୍ଷକ ପ୍ରକାଶଚନ୍ଦ୍ର ଦାସ ଧନ୍ୟବାଦ ଅର୍ପଣକରିଥିଲେ ।
ହିନ୍ଦୁସ୍ଥାନ ସମାଚାର / ରବି