ଜଳସମ୍ପଦବିଭାଗପ୍ରମୁଖଶାସନସଚିବଓସର୍ବୋଚ୍ଚଯନ୍ତ୍ରୀଙ୍କକ୍ଷେତ୍ରପରିଦର୍ଶନ: ଜଳସେଚନପ୍ରକଳ୍ପତ୍ୱରାନ୍ୱିତକରିବାକୁନିର୍ଦ୍ଦେଶ
ଭୁବନେଶ୍ୱର, ଏପ୍ରିଲ୯ (ହି.ସ.): ରାଜ୍ୟରଜଳସେଚନଭିକ୍ଷିଭୂମିକୁସୁଦୃଢ଼କରିବାଏବଂଚାଷୀଙ୍କୁନିରନ୍ତରଜଳଯୋଗାଇଦେବାଏବଂନିର୍ଦ୍ଧାରିତସମୟମଧ୍ୟରେକାର୍ଯ୍ୟଶେଷକରିବାଲକ୍ଷ୍ୟରେଜଳସମ୍ପଦବିଭାଗରପ୍ରମୁଖଶାସନସଚିବଶୁଭାଶର୍ମାଏବଂସର୍ବୋଚ୍ଚଯନ୍ତ୍ରୀଇଂସାଗରମହାନ୍ତିବିଭିନ୍ନଜିଲ୍ଲାଗସ୍ତକରିପ୍ରକଳ୍ପଗୁଡ଼ିକରସମୀକ୍ଷାକରି
ଜଳସମ୍ପଦବିଭାଗପ୍ରମୁଖଶାସନସଚିବଓସର୍ବୋଚ୍ଚଯନ୍ତ୍ରୀଙ୍କକ୍ଷେତ୍ରପରିଦର୍ଶନ: ଜଳସେଚନପ୍ରକଳ୍ପତ୍ୱରାନ୍ୱିତକରିବାକୁନିର୍ଦ୍ଦେଶ


ଭୁବନେଶ୍ୱର, ଏପ୍ରିଲ୯ (ହି.ସ.): ରାଜ୍ୟରଜଳସେଚନଭିକ୍ଷିଭୂମିକୁସୁଦୃଢ଼କରିବାଏବଂଚାଷୀଙ୍କୁନିରନ୍ତରଜଳଯୋଗାଇଦେବାଏବଂନିର୍ଦ୍ଧାରିତସମୟମଧ୍ୟରେକାର୍ଯ୍ୟଶେଷକରିବାଲକ୍ଷ୍ୟରେଜଳସମ୍ପଦବିଭାଗରପ୍ରମୁଖଶାସନସଚିବଶୁଭାଶର୍ମାଏବଂସର୍ବୋଚ୍ଚଯନ୍ତ୍ରୀଇଂସାଗରମହାନ୍ତିବିଭିନ୍ନଜିଲ୍ଲାଗସ୍ତକରିପ୍ରକଳ୍ପଗୁଡ଼ିକରସମୀକ୍ଷାକରିଥିଲେ।

ମୁଖ୍ୟଶାସନସଚିବବଡ଼ମ୍ବାବ୍ଲକସ୍ଥିତପଦ୍ମନାଭପୁରଚେକ୍ଡ୍ୟାମ୍ପରିଦର୍ଶନକରିଥିଲେ।ଏହିଅବସରରେସେଚେକ୍ଡ୍ୟାମରନବୀକରଣରେବ୍ୟୟଏବଂଏହାରଜଳସେଚନକ୍ଷମତାସମ୍ପର୍କରେବିସ୍ତୃତଆଲୋଚନାକରିଥିଲେ।ଏଥିସହ୨୦୨୬-୨୭ଆର୍ôଥକବର୍ଷସୁଦ୍ଧା୯୦ପ୍ରତିଶତବ୍ୟୟଅଟକଳଶେଷକରିବାକୁମାସିକଲକ୍ଷ୍ୟଧାର୍ଯ୍ୟକରିବାକୁପରାମର୍ଶଦେଇଥିଲେ।ସ୍ଥାନୀୟଚାଷୀଙ୍କସହଆଲୋଚନାକରିସେପାଣିପଂଚାୟତଗଠନଏବଂୱାଟରୟୁଜର୍ସଆସୋସିଏସନପଞ୍ଜିକରଣଉପରେଗୁରୁତ୍ୱାରୋପକରିଥିଲେ।ଚେକ୍ଡ୍ୟାମରସୁରକ୍ଷାପାଇଁଅଫ୍ଲକ୍ସବନ୍ଧରଟର୍ଫିଂଏବଂଅପ୍-ଷ୍ଟ୍ରିମ୍ସ୍ଲୋପରରକ୍ଷଣାବେକ୍ଷଣପାଇଁମଧ୍ୟସେନିର୍ଦ୍ଦେଶଦେଇଛନ୍ତି।ସେହିପରିନରସିଂହପୁରବ୍ଲକସ୍ଥିତହାଡ଼ୁଆଜଳସେଚନପ୍ରକଳ୍ପରସମୀକ୍ଷାସମୟରେକଂକ୍ରିଟଗ୍ରାଭିଟିଡ୍ୟାମ୍ଓସ୍ପିଲୱେକାର୍ଯ୍ୟକୁନିର୍ଦ୍ଦିଷ୍ଟସମୟସୀମାମଧ୍ୟରେକାର୍ଯ୍ୟଶେଷକରବାକୁକରିଛନ୍ତି।ଏହାବ୍ୟତୀତପ୍ରକଳ୍ପଅଂଚଳରେଏକସ୍କାଡାକଂଟ୍ରୋଲରୁମ, ପର୍ଯ୍ୟଟକଙ୍କପାଇଁସୌନ୍ଦର୍ଯ୍ୟକରଣଏବଂଶିଶୁଉଦ୍ୟାନନିର୍ମାଣପାଇଁପ୍ରସ୍ତାବଦିଆଯାଇଛି।ଏହିପରିଦର୍ଶନଏବଂସମୀକ୍ଷାସମୟରେମାନ୍ୟବରବଡ଼ମ୍ବାବିଧାୟକଶ୍ରୀବିଜୟକୁମାରଦଳବେହେରା, ଆଠଗଡଉପଜିଲ୍ଲାପାଳଶ୍ରୀପ୍ରହ୍ଲାଦନାରାୟଣଶର୍ମାଙ୍କସମେତବିଭାଗୀୟବରିଷ୍ଠପଦାଧିକାରୀଓଅନ୍ୟାନ୍ୟକର୍ମଚାରୀମାନେଉପସ୍ଥିତଥିଲେ।

ଅନ୍ୟପକ୍ଷରେ, ଜଳସମ୍ପଦବିଭାଗରସର୍ବୋଚ୍ଚଯନ୍ତ୍ରୀଇଂସାଗରମହାନ୍ତିବଲାଙ୍ଗୀରଜିଲ୍ଲାପାଟଣାଗଡ଼ବ୍ଲକରବିଭିନ୍ନପ୍ରକଳ୍ପରଯାଂଚକରିଥିଲେ।ମୁଖ୍ୟଯନ୍ତ୍ରୀପାଟଣାଗଡ଼ବ୍ଲକରସୁବର୍ଣ୍ଣରେଖାକ୍ଷୁଦ୍ରଜଳସେଚନପ୍ରକଳ୍ପଏବଂଉପରଲାନ୍ଥଜଳସେଚନପ୍ରକଳ୍ପରକ୍ଷେତ୍ରପରିଦର୍ଶନକରିପ୍ରକଳ୍ପକାର୍ଯ୍ୟରେଅଗ୍ରଗତିସମ୍ପର୍କରେଅନୁଧ୍ୟାନକରିଥିଲେ।ଜମିଅଧିଗ୍ରହଣପ୍ରକ୍ରିୟାକୁତ୍ୱରାନ୍ୱିତକରିବାସହନଦୀବନ୍ଧରଖାଲିସ୍ଥାନକୁତୁରନ୍ତବନ୍ଦକରିକାର୍ଯ୍ୟଶେଷକରିବାକୁସେକ୍ଷେତ୍ରୀୟକର୍ମଚାରୀଙ୍କୁକଡ଼ାନିର୍ଦ୍ଦେଶଦେଇଥିଲେ।ଏହାସହମାୟାବତୀନଦୀଉପରେନିର୍ମିତବେରହାମପୁରାସ୍ୱଳ୍ପଉଚ୍ଚତାବିଶିଷ୍ଟସେତୁରମଧ୍ୟସେଯାଂଚକରିଥିଲେ।ନଦୀଜଳକୁସଂଚୟକରିଜଳସେଚନଏବଂପାନୀୟଜଳଯୋଗାଣପାଇଁସେତୁଗୁଡ଼ିକରେଶଟର୍ଲଗାଇବାପାଇଁସେଆବଶ୍ୟକୀୟପଦକ୍ଷେପନେବାକୁନିର୍ଦ୍ଦେଶଦେଇଛନ୍ତି।ଏହିସମୀକ୍ଷାସମୟରେବିଭାଗୀୟମୁଖ୍ୟଯନ୍ତ୍ରୀ, ଅଧୀକ୍ଷଣଯନ୍ତ୍ରୀଏବଂପାଟଣାଗଡ଼ରସହକାରୀନିର୍ବାହୀଯନ୍ତ୍ରୀଙ୍କସମେତଅନ୍ୟାନ୍ୟକ୍ଷେତ୍ରକର୍ମଚାରୀମାନେଉପସ୍ଥିତଥିଲେ।

------------------------

---------------

ହିନ୍ଦୁସ୍ଥାନ ସମାଚାର / ଗଗନ


 rajesh pande