
୧୦ଟିଜିଲ୍ଲାରଜିଲ୍ଲାପାଳଙ୍କୁଚିଠିଲେଖିଲେରାଜସ୍ୱସଚିବ
ସମୟସୀମାମଧ୍ୟରେସମସ୍ତସରକାରୀସେବାଯୋଗାଇଦେବାଉପରେଗୁରୁତ୍ୱାରୋପ
ଭୁବନେଶ୍ୱର, ୦୯ଏପ୍ରିଲ୍ : ଓଡିଶାସରକାରଙ୍କରାଜସ୍ୱଓବିପର୍ଯ୍ୟୟପରିଚାଳନାବିଭାଗପକ୍ଷରୁବାମପନ୍ଥୀଉଗ୍ରବାଦପ୍ରଭାବିତ୧୦ଟିଜିଲ୍ଲାଯଥା - ବରଗଡ଼, ବୌଦ୍ଧ, ବଲାଙ୍ଗିର, କଳାହାଣ୍ଡି, କନ୍ଧମାଳ, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ନୂଆପଡ଼ାଓରାୟଗଡ଼ାରଜିଲ୍ଲାପାଳମାନଙ୍କୁ ‘ଗ୍ରାମୋଦୟ’ କାର୍ଯ୍ୟକ୍ରମକୁତ୍ୱରିତକାର୍ଯ୍ୟକାରୀକରିବାକୁନିର୍ଦ୍ଦେଶଜାରିକରାଯାଇଛି।ଏସଂକ୍ରାନ୍ତରେରାଜସ୍ୱଓବିପର୍ଯ୍ୟୟପରିଚାଳନାବିଭାଗରଅତିରିକ୍ତମୁଖ୍ୟଶାସନସଚିବଡ. ଅରବିନ୍ଦପାଢ଼ୀଏହିସବୁଜିଲ୍ଲାରଜିଲ୍ଲାପାଳମାନଙ୍କୁଚିଠିଲେଖିଛନ୍ତି।
ସୂଚନାଯୋଗ୍ଯଯେ, ଗତ୧୯ମାର୍ଚ୍ଚ୨୦୨୬ତାରିଖରେମୁଖ୍ୟଶାସନସଚିବଙ୍କଅଧ୍ୟକ୍ଷତାରେରାଜ୍ୟସ୍ତରୀୟସମୀକ୍ଷାବୈଠକଅନୁଷ୍ଠିତହୋଇଥିଲା।ଉକ୍ତବୈଠକରଆଲୋଚନାଅନୁଯାୟୀ, ‘ଗ୍ରାମୋଦୟ’ ଯୋଜନାରଲକ୍ଷ୍ୟହେଉଛିମାଓବାଦୀପ୍ରଭାବିତଗ୍ରାମଗୁଡିକରେସରକାରୀଯୋଜନାଏବଂମୌଳିକସୁବିଧାସୁଯୋଗସୁଚାରୁରୂପେପହଂଚାଇବାସହିତଜନସାଧାରଣଓପ୍ରଶାସନମଧ୍ୟରେଦୂରତାହ୍ରାସକରିବିଶ୍ୱାସବୃଦ୍ଧିକରିବାକ୍ଷଏଥିନିମନ୍ତେସମ୍ପୃକ୍ତଜିଲ୍ଲାମାନଙ୍କୁସମୟସୀମାମଧ୍ୟରେଧାର୍ଯ୍ୟଲକ୍ଷ୍ୟପୂରଣପାଇଁତ୍ୱରିତପଦକ୍ଷେପନେବାକୁକୁହାଯାଇଛି।ଏହିପଦକ୍ଷେପଗୁଡ଼ିକମଧ୍ୟରେ୩୯ଟିବ୍ଲକ୍ର୪୮୪ଟିଗ୍ରାମରେରହୁଥିବାବାସହୀନପରିବାରଙ୍କୁ୧୫ମେ୨୦୨୬ମଧ୍ୟରେସର୍ଭେକ୍ଷଣମାଧ୍ୟମରେଚିହ୍ନଟକରି ‘ବସୁନ୍ଧରାଯୋଜନା’ ଅନ୍ତର୍ଗତଭୂମିପ୍ରଦାନଓଜମିପଟ୍ଟାଜାରିକରିବାକୁନିର୍ଦ୍ଦେଶଦିଆଯାଇଛିକ୍ଷସେହିପରିଏହିସବୁଅଂଚଳରେଇ - ଡିଷ୍ଟ୍ରିକ୍ଟ୍ପୋର୍ଟାଲ୍ମାଧ୍ୟମରେଆବେଦନକରିଥିବାଯୋଗ୍ୟହିତାଧିକାରୀଙ୍କୁବାସସ୍ଥାନପ୍ରମାଣପତ୍ର, ଆୟପ୍ରମାଣପତ୍ର, ଉତରାଧିକାରୀପ୍ରମାଣପତ୍ର, ଜାତିଗତପ୍ରମାଣପତ୍ରଆଦିକୁସମୟସୀମାଭିତରେପ୍ରାଥମିକତାଆଧାରରେପ୍ରଦାନକରିବାକୁଏହିଚିଠିରେନିର୍ଦ୍ଦେଶରହିଛି।
ଗ୍ରାମୋଦୟ' ଯୋଜନାରଅଗ୍ରଗତିସମ୍ପର୍କିତସମସ୍ତଡାଟାସଂରକ୍ଷଣଏବଂଜିଲ୍ଲାପାଳମାନଙ୍କଦ୍ୱାରାସମୟୋପଯୋଗୀସମୀକ୍ଷାମାଧ୍ୟମରେନିୟମିତନିରୀକ୍ଷଣକରାଯିବାକୁନିଷ୍ପତିନିଆଯାଇଛି।ମାଓବାଦୀପ୍ରଭାବିତଅଂଚଳରେରାଜସ୍ୱବିଭାଗରଖାଲିପଦବୀଗୁଡିକୁପ୍ରାଥମିକତାଭିତିରେପୂରଣକରିବାକୁନିର୍ଦ୍ଦେଶଦିଆଯାଇଛିକ୍ଷଜିଲ୍ଲାମାନଙ୍କୁବିଭିନ୍ନସଫଳତାକାହାଣୀ, ଫଟୋଓଭିଡିଓସଂଗ୍ରହକରିବିଭାଗରୱେବସାଇଟ୍ରେପ୍ରକାଶିତହେବାସହପ୍ରଚାରପ୍ରସାରନିମନ୍ତେପ୍ରେରଣକରିବାକୁକୁହାଯାଇଛି।ସେହିପରିଏହିଗୁରୁତ୍ୱପୂର୍ଣ୍ଣଯୋଜନାକୁଅଧିକଫଳପ୍ରଦକରିବାନିମନ୍ତେଜିଲ୍ଲାପାଳମାନଙ୍କଠାରୁଉପାଦେୟପ୍ରସ୍ତାବମଧ୍ଯଆହ୍ୱାନକରାଯାଇଛିକ୍ଷରାଜ୍ୟସରକାରଙ୍କଦ୍ୱାରାଏହିପଦକ୍ଷେପମାନଙ୍କମାଧ୍ୟମରେମାଓପ୍ରବଣଅଂଚଳରସାମଗ୍ରିକଉନ୍ନତିକୁସୁଦୂରପ୍ରସାରୀକରିବାସହଲୋକାଭିମୁଖିସୁଶାସନକୁଆହୁରିସୁଦୃଢ଼କରିବାନିମନ୍ତେରାଜସ୍ୱସଚିବଗୁରୁତ୍ୱାରୋପକରିଛନ୍ତି।
---------------
---------------
ହିନ୍ଦୁସ୍ଥାନ ସମାଚାର / ଗଗନ