ଆଜିଠାରୁଆରମ୍ଭହେଲାମାତାରିଣୀଙ୍କ ଚ ଇତିପର୍ବପଣାସଂକ୍ରାନ୍ତି
ଆଜିଠାରୁଆରମ୍ଭହେଲାମାତାରିଣୀଙ୍କ ଚ ଇତିପର୍ବପଣାସଂକ୍ରାନ୍ତି ଘଟଗାଁ09 ଏପ୍ରିଲ୍ (ହି.ସ.)କେନ୍ଦୁଝରଜ ପ୍ରସିଦ୍ଧ ମାତାରିଣୀଙ୍କ୯୦ତମଚ ଇତିପର୍ବପର୍ବପଣାସଂକ୍ରାନ୍ତିପର୍ବ।ଏହାସାତଦିନ୯ତାରିଖରୁ୧୫।୯।୨୦୨୬ତାରିଖପର୍ଯନ୍ତମାତାରିଣୀପୀଠ ଉତ୍ସବମୁଖରେଅନୁଷ୍ଠିତହେବ।ମାତାରିଣୀଙ୍କଚଌଚ୍ଇତି ପର୍ବରେଜଗତଜନନୀମାତ
ଆଜିଠାରୁଆରମ୍ଭହେଲାମାତାରିଣୀଙ୍କ ଚ ଇତିପର୍ବପଣାସଂକ୍ରାନ୍ତି


ଆଜିଠାରୁଆରମ୍ଭହେଲାମାତାରିଣୀଙ୍କ ଚ ଇତିପର୍ବପଣାସଂକ୍ରାନ୍ତି

ଘଟଗାଁ09 ଏପ୍ରିଲ୍ (ହି.ସ.)କେନ୍ଦୁଝରଜ ପ୍ରସିଦ୍ଧ

ମାତାରିଣୀଙ୍କ୯୦ତମଚ ଇତିପର୍ବପର୍ବପଣାସଂକ୍ରାନ୍ତିପର୍ବ।ଏହାସାତଦିନ୯ତାରିଖରୁ୧୫।୯।୨୦୨୬ତାରିଖପର୍ଯନ୍ତମାତାରିଣୀପୀଠ ଉତ୍ସବମୁଖରେଅନୁଷ୍ଠିତହେବ।ମାତାରିଣୀଙ୍କଚଌଚ୍ଇତି ପର୍ବରେଜଗତଜନନୀମାତାରିଣୀସୁନାବେଶରେ

ଭକ୍ତଙ୍କୁଦର୍ଶନଦେବେ।ପ୍ରତିଦିନମନ୍ଦିରଭିତରେ

ଭାଗବତପାଠଚଣ୍ଡିପାଠହେବାସହିତସାଂସ୍କୃତିକମଣ୍ଡପରେସକାଳ୯ଟାରୁସନ୍ଧ୍ୟାପାଞ୍ଚଟାପର୍ଯ୍ୟନ୍ତବିଭିନ୍ନକାର୍ଯ୍ୟକ୍ରମଚାଲିବ।ପାଲାମଣ୍ଡପରେସନ୍ଧ୍ୟାସାଢେପାଞ୍ଚଟାରୁଦାସକାଠିଆପ୍ରବଚନବାଦପାଲାସକାଳପାଞ୍ଚଟାପର୍ରନ୍ତ ଅନୁଷ୍ଠିତହେବାରସ୍ଥିରୀକ୍ଳୃତହୋଇଛି।ମାତାରିଣୀଙ୍କପର୍ବରଷଷ୍ଠଦିନ ବାୟ ୪ତାରିଖପଣାସଂକ୍ରାନ୍ତିତଥାଓଡିଆନବବର୍ଷରେମାଙ୍କଦର୍ଶନପାଇଁଲକ୍ଷାଧିକଭକ୍ତଙ୍କରସମାଗମହେବ।ଏଥିପାଇଁମାତାରିଣୀଟ୍ରଷ୍ଟବୋର୍ଡପକ୍ଷରୁଭକ୍ତଙ୍କଧାଡିଦର୍ଶନପାଇଁବାରିକେଟବ୍ୟବସ୍ଥାକରାଯାଇଛି।ଭକ୍ତମାନେଶାନ୍ତିଶୃଙ୍ଖଳାରେମାଙ୍କସୁନାବେଶଦର୍ଶନକରିବେ।ଭିଡକୁଶାନ୍ତିଶୃଙ୍ଖଳା ଓଟ୍ରାଫିକନିୟନ୍ତ୍ରଣପାଇଁପୋଲିସପକ୍ଷରୁସଜାଗଅଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ଘନଶ୍ୟାମ


 rajesh pande