ବିଳମ୍ବିତ ରାତିରେ କମିଶନରେଟ୍ ପୋଲିସର ବାଲି ଗାଡ଼ି ଧରପଗଡ
ଭୁବନେଶ୍ୱର, 09 ଏପ୍ରିଲ୍ (ହି.ସ.)- ବିଳମ୍ବିତ ରାତିରେ କମିଶନରେଟ୍ ପୋଲିସର ବାଲି ଗାଡ଼ି ଧରପଗଡ। ଭୁବନେଶ୍ଵରର ବିଭିନ୍ନ ଥାନା ଅଂଚଳରେ ଲାଗିଲା ନାକା। ନାଇଟ ବ୍ଲକିଂରେ ଡ୍ରଙ୍କେନ୍ ଡ୍ରାଇଭିଙ୍ଗ, ରାସ୍ ଡ୍ରାଇଭ୍ ଚେକିଂ କରାଯାଇ ଏକାଧିକ ଗାଡ଼ିରୁ କଟା ଯାଇଛି ଚାଲାଣ। ବିଶେଷ କରି
ବିଳମ୍ବିତ ରାତିରେ     କମିଶନରେଟ୍ ପୋଲିସର ବାଲି ଗାଡ଼ି ଧରପଗଡ


ଭୁବନେଶ୍ୱର, 09 ଏପ୍ରିଲ୍ (ହି.ସ.)- ବିଳମ୍ବିତ

ରାତିରେ କମିଶନରେଟ୍ ପୋଲିସର ବାଲି ଗାଡ଼ି ଧରପଗଡ। ଭୁବନେଶ୍ଵରର ବିଭିନ୍ନ ଥାନା ଅଂଚଳରେ ଲାଗିଲା

ନାକା। ନାଇଟ ବ୍ଲକିଂରେ ଡ୍ରଙ୍କେନ୍ ଡ୍ରାଇଭିଙ୍ଗ, ରାସ୍ ଡ୍ରାଇଭ୍ ଚେକିଂ କରାଯାଇ ଏକାଧିକ ଗାଡ଼ିରୁ କଟା ଯାଇଛି ଚାଲାଣ। ବିଶେଷ କରି

ଚୋରା ଚାଲାଣ ବେଳେ ଧରା ହେଲା ବାଲି ବୋଝେଇ ହାଇୱା। ଯାଞ୍ଚ୍ ବେଳେ ସଠିକ୍ ଦସ୍ତାବିଜ୍ ନଦେବାରୁ

ଏକାଧିକ ବାଲି ବୋଝେଇ ହାଇୱା ଜବତ୍ କରିଛି ଚନ୍ଦ୍ରଶେଖରପୁର ଥାନା ପୋଲିସ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande