
ଭୁବନେଶ୍ୱର, 09 ଏପ୍ରିଲ୍ (ହି.ସ.)- ପୁଇଁନ୍ତଳା
ବ୍ଲକ ରାକ୍ସିମୁଣ୍ଡା ଗ୍ରାମର ମହାଦେବ ମନ୍ଦିର ପରିସରରେ ଅନୁଷ୍ଠିତ ଯୋଗ ଶିବିରରେ ଯୋଗଦେଇଛନ୍ତି
ସ୍ୱାସ୍ଥ୍ୟମନ୍ତ୍ରୀ ଡ.ମୁକେଶ ମହାଲିଙ୍ଗ। ଏହି ଅବସରରେ ସମସ୍ତେ ମିଶି ଯୋଗର ଅଭ୍ୟାସ କରିବା ସହ
ଅନ୍ୟମାନଙ୍କୁ ଦୈନଦିନ ଜୀବନରେ ଯୋଗକୁ ଆପଣାଇବା
ପାଇଁ ଆହ୍ଵାନ ଦେଇଛନ୍ତି ମନ୍ତ୍ରୀ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା