
ଭୁବନେଶ୍ୱର, 09 ଏପ୍ରିଲ୍ (ହି.ସ.)- ରତ୍ନଭଣ୍ଡାର ଗଣତି ମଣତି ସଫଳତାର ସହ ଗତକାଲି
ଶେଷ ହୋଇଛି। ଆଜି ବି ପ୍ରକ୍ରିୟା ଜାରି ରହିଛି ବୋଲି କହିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ
ହରିଚନ୍ଦନ। ମହାପ୍ରଭୁଙ୍କ ରୀତି ନୀତି କାନ୍ତି କଥା। ପବିତ୍ରତା ବଜାୟ ରଖିବା ପାଇଁ ବାହାରେ
ଏନେଇ ଚର୍ଚ୍ଚା ହେବନି। ସମ୍ପୂର୍ଣ୍ଣ ହେବା ପରେ ସରକାର ତା ବାବଦରେ ନିଷ୍ପତ୍ତି ନିଆଯିବ। ସ୍ନାନ
ଯାତ୍ରା ପୂର୍ବରୁ ପୁରା ପ୍ରକ୍ରିୟା ସାରିବାକୁ ଆଶା ରହିଛି ବୋଲି ସେ କହିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା