ବିଜୁ ଲିଗାସୀ ଏକାଠି ହେବାକୁ ସ୍ୱାଗତ କଲେ ସମ୍ବିତ ରାଉତରାୟ
ଭୁବନେଶ୍ୱର, 09 ଏପ୍ରିଲ୍ (ହି.ସ.)- ବିଜୁ ବାବୁଙ୍କ ନାଁ ନେଇ ବିଜୁ ଲିଗାସୀ ଏକାଠି ହେବାକୁ ସ୍ୱାଗତ କଲେ ବିଜେଡି ନେତା ସମ୍ବିତ ରାଉତରାୟ | କହିଲେ ବିଜୁ ବାବୁଙ୍କ ନାମକୁ ନେଇ ସେମାନେ ଯାହା କରୁଛନ୍ତି କରିପାରିବେ କିଛି ଅସୁବିଧା ନାହିଁ |ବିଜୁ ବାବୁ ଏମିତି ଗୋଟେ ନେତା
ବିଜୁ ଲିଗାସୀ ଏକାଠି ହେବାକୁ ସ୍ୱାଗତ କଲେ ସମ୍ବିତ ରାଉତରାୟ


ଭୁବନେଶ୍ୱର, 09 ଏପ୍ରିଲ୍ (ହି.ସ.)- ବିଜୁ ବାବୁଙ୍କ ନାଁ ନେଇ ବିଜୁ ଲିଗାସୀ ଏକାଠି

ହେବାକୁ ସ୍ୱାଗତ କଲେ ବିଜେଡି ନେତା ସମ୍ବିତ ରାଉତରାୟ | କହିଲେ ବିଜୁ ବାବୁଙ୍କ ନାମକୁ ନେଇ

ସେମାନେ ଯାହା କରୁଛନ୍ତି କରିପାରିବେ କିଛି ଅସୁବିଧା ନାହିଁ |ବିଜୁ ବାବୁ ଏମିତି ଗୋଟେ ନେତା

ତାଙ୍କ ନାମ ନେଇକି ଯିଏ ଯାହା କରିପାରିବେ |ସେମାନେ ଦଳର କ୍ଷତି କରିବା ପାଇଁ କି କଣ କହିହେବନି |କିନ୍ତୁ ବିଜୁ ବାବୁଙ୍କ ନାମ ନେଇ

ଏକାଠି ହେଉଛନ୍ତି ଭଲ କଥା |ବିଜୁ ଙ୍କ ନୀତି ଆଦର୍ଶ ମାନୁଛନ୍ତି ବଡ଼ କଥା |

ବିଜୁ ବାବୁଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଅନେକ ବ୍ୟକ୍ତି

ରାଜନୀତିକୁ ଓଲ୍ହେଇ ଥିଲେ |

ତା ଭିତରେ ମୋ ବାପ ଦାମୋଦର ରାଉତ ଜଣେ | ବିଜୁ ବାବୁ ଅନେକ ନେତାଙ୍କୁ

ସୃଷ୍ଟି କରିଥିଲେ |

ବିଶ୍ୱ ସ୍ତରରେ ଓଡ଼ିଶାର ଅନ୍ୟତମ ନାମ ବିଜୁ |ସେତବେଳେ ଯେଉଁମାନେ ବିଜୁ ବାବୁଙ୍କ ସହ ଥିଲେ ବହୁତ ଦେହାନ୍ତ

ହୋଇଗଲେଣି |ଆମକୁ ପଚାରିଲେ ଆମେ କହିବୁ ନବୀନ ଲିଗାସୀ |ବିଜୁ ବାବୁ ଙ୍ ପାଖରେ କୌଣସି କଟକଣା ନଥିଲା |ମନର କଥା ବିଜୁ ବାବୁଙ୍କୁ

କହିପାରୁଥିଲେ | ଆଜିକା ଦିନରେ ବିଜୁ ଲିଗାସୀ ନାହାନ୍ତି ଯେଉଁମାନେ ଅଛନ୍ତି ଦଳ ଛାଡି ଗଲେଣି |ଆମର ନେତା ନବୀନ ବାବୁ ଯେଉଁ

ପର୍ଯ୍ୟନ୍ତ ଅଛନ୍ତି ଏସବୁରେ କିଛି ହେବନି ବୋଲି ସେ କହିଛନ୍ତି |

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande