ଦିଗପହଣ୍ଡି ଅଞ୍ଚଳରେ ବାଘ ଆତଙ୍କ
ଗଂଜାମ, 10 ମେ (ହି.ସ.) ଦିଗପହଣ୍ଡି ଚିକିଟି ରତ୍ନେଶ୍ୱରୀ ଜଂଗଲ ନିକଟରେ କଲରାପତରିଆ ବାଘ ବୁଲୁଥିବାର ଫଟୋ ସୋସିଆଲ୍ ମିଡିଆରେ ଭାଇରାଲ ହେବା ଫଳରେ ଏ ଅଂଚଳର ଜନସାଧାରଣ ଭୟଭୀତ ହୋଇପଡିଛନ୍ତି। ଘଟଣାରେ କେତେ ସତ୍ୟାସତ୍ୟ ରହିଛି । ବନବିଭାଗ ପକ୍ଷରୁ ଅନୁଧ୍ୟାନ କରାଯାଉଛି ବୋଲି ସୂଚନା ଦେଇଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ

 rajesh pande