କବି ପ୍ରଭାତନଳିନୀଙ୍କ ସ୍ମୃତି ସଭା
ଭଦ୍ରକ, ୧୨ ମଇ (ହି.ସ.) - ଡ. ପ୍ରଭାତନଳିନୀ ମହାପାତ୍ର ଏକାଧାରରେ ଜଣେ ଶିକ୍ଷାବିତ୍, କବି, ଗେବଷକ, ଆଧ୍ୟାତ୍ମ୍ୟବାଦୀ ତଥା ସାମାଜିକ ପ୍ରତିବଦ୍ଧତା ଥିବା ବ୍ୟକ୍ତିତ୍ୱ ଥେôଲ। ସ୍ଥାନୀୟ ଭାଗବତ ମଣ୍ଡପ ଠାରେ ଗାଳ୍ପିକ ପବିତ୍ର ପାଣିଗ୍ରାହୀଙ୍କ ସଂଚ ।ଳନାରେ ତାଙ୍କ ଏକାଦଶାହରେ ଅନୁଷ୍ଠିତ ସ୍ମୃତିସଭାରେ ଉ
KABI PRAVAT NALINI SMRUTI SABHA


ଭଦ୍ରକ, ୧୨ ମଇ (ହି.ସ.) - ଡ. ପ୍ରଭାତନଳିନୀ ମହାପାତ୍ର ଏକାଧାରରେ ଜଣେ ଶିକ୍ଷାବିତ୍, କବି, ଗେବଷକ, ଆଧ୍ୟାତ୍ମ୍ୟବାଦୀ ତଥା ସାମାଜିକ ପ୍ରତିବଦ୍ଧତା ଥିବା ବ୍ୟକ୍ତିତ୍ୱ ଥେôଲ। ସ୍ଥାନୀୟ ଭାଗବତ ମଣ୍ଡପ ଠାରେ ଗାଳ୍ପିକ ପବିତ୍ର ପାଣିଗ୍ରାହୀଙ୍କ ସଂଚ ।ଳନାରେ ତାଙ୍କ ଏକାଦଶାହରେ ଅନୁଷ୍ଠିତ ସ୍ମୃତିସଭାରେ ଉପସ୍ଥିତ ବିଶିଷ୍ଟ ବ୍ୟକ୍ତିମାନେ ଶ୍ରଦ୍ଧାଞ୍ଜଳି ଅପର୍ଣ କରି ଏହା ପ୍ରକାଶ କରିଛନ୍ତି। ଡ. ଶଶଧର ଦାସ, ଡ. ମନୀନ୍ଦ୍ର ମହାନ୍ତି, ଡ. ଗୋଲକ ବିହାରୀ ସାହୁ, ଅଜୟ ନାୟକ, ଡା. ରବୀନ୍ଦ୍ର କୁମାର ନାୟକ, ମାନସ ମହାପାତ୍ର, ଶୈଳବାଳା ମହାପାତ୍ର, କୈଳାସ ଚନ୍ଦ୍ର ପଣ୍ଡା, ଗୀତାରାଣୀ ଆଇଚ, ସୁଚିତ୍ରା ପାଣିଗ୍ରାହୀ, ଡ. ସୁକାନ୍ତି ମହାପାତ୍ର, ଡ. ସୋମା ଚାନ୍ଦ, ପଣ୍ଡିତ ବୀରେନ୍ଦ୍ର କୁମାର ପଣ୍ଡା ଓ ସଂଗ୍ରାମ ଆଚାର୍ଯ୍ୟ, ବିଜୟ ବହଳୀ, ଅଟଳ ବିହାରୀ ନାୟକ, ସୃଷ୍ଟିଧର ପରିଡା, ସମେରନ୍ଦ୍ରନାଥ ମହାପାତ୍ର, ମମତା ମହାପାତ୍ର, କଲ୍ୟାଣୀ ନନ୍ଦ, ସ୍ମୃତି ଦାସ, ହରମୋହନ କୁଅଁର, ଲଲାଟେନ୍ଦୁ ମହାନ୍ତି, କୈଳାସ ମହାପାତ୍ର, ଡ. ଅବନୀ ପ୍ରଧାନ, ଅରୁଣ ଖିଲାର, ଚୈତାଳି ଖିଲାର, ସଂଯୁକ୍ତା ବଳ, ମନୋରମା ରାୟ, ଜାନକୀ ପାଢୀ, ମନୋରଞ୍ଜନ ଦାସ, ଅଭିଜିତ୍ ନାୟକ, ଗୌରାଙ୍ଗ ବାରିକ, ସ୍ନେହଲତା ବେହେରା, କମଳାକାନ୍ତ ସ୍ୱାଇଁ, ଗୟାଧର ପଣ୍ଡା, ରମେଶ ଚନ୍ଦ୍ର ଦାସ, ବିପ୍ଳବ ହୋତା, କଳ୍ପନା ଜେନା, ପ୍ରଭାତୀ ଜେନା, ଡ. ହରପ୍ରିୟା ସେଠୀ, ଦୀପ୍ତିମୟୀ ସାହୁ, ଶାନ୍ତିଲତା ବାରିକ, ସଂଯୁକ୍ତା ଯାଦବ, ଅନିଲ ନାୟକ, ଶିବ ନାରାୟଣ ପଣ୍ଡା, ନିହାର ରଂଜନ କର,ନାରାୟଣ ଚନ୍ଦ୍ର ପାଢୀ, ମୁକ୍ତିକାନ୍ତ ମଲ୍ଲିକ, ନିତ୍ୟାନନ୍ଦ ମିଶ୍ର, ମନୋରମା ଆଚାର୍ଯ୍ୟ, ଲକ୍ଷ୍ମୀକାନ୍ତ ବାରିକ, ବାବୁଲାଲ ଦାସ, ସୁଧାକର ରାଉତ, ଅଂଶୁମାନ ସ୍ୱାଇଁ, ଅମରେନ୍ଦ୍ର ପାଣିଗ୍ରାହୀ ଓ ରୂପକ ବିହାରୀ ରାୟ ପ୍ରମୁଖ ସ୍ମୃତିଚାରଣ କରିଥେôଲ। ଏହି ଅବସରରେ ସୋନମ୍ ମିଶ୍ରଙ୍କ ଦ୍ୱାରା ଅନୁଦିତ ସ୍ୱଗର୍ତ ମହାପାତ୍ରଙ୍କର କବିତା ସଂକଳନ ‘ଔର ଭି କୁଛ କେହନା ହେ’ ଲୋକାର୍ପିତ ହେବା ସହ ତାଙ୍କ ପରିବାର ତରଫରୁ ଗାନ୍ଧୀ ବାଳାଶ୍ରମକୁ ଝରଣା ପଟନାୟକଙ୍କ ଜରିଆରେ ପନ୍ଦର ହଜାର ଟଙ୍କାର ଚେକ୍ ପ୍ରଦାନ କରାଯାଇଥିଲା। ପ୍ରାରମ୍ଭରେ ଡ. ରାଧାରାଣୀ ମହାପାତ୍ର କବିଙ୍କ ସୃଜନ, ଶୈକ୍ଷିକ ଓ ବ୍ୟକ୍ତିଗତ ଜୀବନ ଉପରେ ସୂଚନା ପ୍ରଦାନ କରିଥିଲେ ଓ ଶେୈଳନ୍ଦ୍ର ନାରାୟଣ ପାଢୀ ବେଦପାଠ କରିଥେôଲ। ସ୍ୱାମୀ ଦାଶରଥୀ ଦାଶ, ଭଗ୍ନୀ ସରୋଜିନୀ ମହାପାତ୍ର, ପୁତ୍ର ପୂଣ୍ୟକାମ ଓ ସତ୍ୟକାମ ଏବଂ ବୋହୂ ଶୁଭଶ୍ରୀ ଓ ଜସ୍ମିନ୍ ସଭା ପରିଚାଳନାରେ ସହାୟତା କରିଥିଲେ। ଶେଷେର କଣ୍ଠଶିଳ୍ପୀ ରୁଦ୍ରମାଧବ ବାରିକ ଓ ଦେବେନ୍ଦ୍ର ପଣ୍ଡା ଭକ୍ତିସଙ୍ଗୀତ ପରିବେଷଣ କରିଥିଲେ।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande