ସାଇ ମନ୍ଦିରରୁ ଚୋରି
ଗଂଜାମ, 10 ମେ (ହି.ସ.) କିଛିଦିନର ନିରବତା ପରେ ଗଂଜାମ ଜିଲାରେ ପୁଣି ମନ୍ଦିରରୁ ଚୋରି କରୁଥିବା ଚୋରଙ୍କ ଉତ୍ପାତ ବୃଦ୍ଧି ପାଇବାରେ ଲାଗିଛି । ଗତକାଲି ରାତିରେ ପୁଣିଥରେ ଚୋରମାନେ ପୋଚିଲିମା ସାଇ ମନ୍ଦିର ତାଲା ଭାଂଗି ବାବାଙ୍କ ସୁନା କିରିଟି ସହ ମୂଲ୍ୟବାନ ଅଳକାଂର ଓ ଦୁଇ ଟିହୁଣ୍ଡି ନେଇଛନ୍ତି। ଫ
ସାଇ ମନ୍ଦିରରୁ ଚୋରି


ଗଂଜାମ, 10 ମେ (ହି.ସ.)

କିଛିଦିନର ନିରବତା ପରେ ଗଂଜାମ ଜିଲାରେ ପୁଣି ମନ୍ଦିରରୁ ଚୋରି କରୁଥିବା ଚୋରଙ୍କ ଉତ୍ପାତ ବୃଦ୍ଧି ପାଇବାରେ ଲାଗିଛି । ଗତକାଲି ରାତିରେ ପୁଣିଥରେ ଚୋରମାନେ ପୋଚିଲିମା ସାଇ ମନ୍ଦିର ତାଲା ଭାଂଗି ବାବାଙ୍କ ସୁନା କିରିଟି ସହ ମୂଲ୍ୟବାନ ଅଳକାଂର ଓ ଦୁଇ ଟିହୁଣ୍ଡି ନେଇଛନ୍ତି। ଫଳରେ ବହୁଲକ୍ଷ ଟଙ୍କା ସହ ସୁନା ଅଳଙ୍କାର ଚୋରି ହୋଇଥିବା ଅଭିଯୋଗ ହୋଇଛି । ହିଂଜିଳିକାଟୁ ପୁଲିସ ଘଟଣାର ତଦନ୍ତ କରୁଛି ।

---------------

ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ


 rajesh pande