ବିଭିନ୍ନ ଉନ୍ନତିମୂଳକ ପ୍ରକଳ୍ପର ଉଦଘାଟନ ତଥା ଭିତ୍ତିପ୍ରସ୍ତର ସ୍ଥାପନ କଲେ ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂରଜ
ଭୁବନେଶ୍ୱର, 10 ମଇ (ହି.ସ.) ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଆଜି ଧାମନଗର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବିଲଣା, କୁବେରା, ବୋଡ଼କ ଆଦି ସ୍ଥାନଗୁଡିକରେ ବିଭିନ୍ନ ଉନ୍ନତିମୂଳକ ପ୍ରକଳ୍ପର ଉଦଘାଟନ ତଥା ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଏହି ଅବ
ବିଭିନ୍ନ ଉନ୍ନତିମୂଳକ ପ୍ରକଳ୍ପର ଉଦଘାଟନ ତଥା ଭିତ୍ତିପ୍ରସ୍ତର ସ୍ଥାପନ କଲେ ଉଚ୍ଚ ଶିକ୍ଷା         ମନ୍ତ୍ରୀ ସୂରଜ


ଭୁବନେଶ୍ୱର, 10 ମଇ (ହି.ସ.) ଉଚ୍ଚ ଶିକ୍ଷା

ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଆଜି ଧାମନଗର

ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବିଲଣା,

କୁବେରା, ବୋଡ଼କ ଆଦି ସ୍ଥାନଗୁଡିକରେ ବିଭିନ୍ନ

ଉନ୍ନତିମୂଳକ ପ୍ରକଳ୍ପର ଉଦଘାଟନ ତଥା ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଏହି ଅବସରରେ ସେ କହିଛନ୍ତି ଯେ କମ୍ୟୁନିଟି ସେଣ୍ଟର, ମାର୍କେଟ କମ୍ପ୍ଲେକ୍ସ, ପାଲାମଣ୍ଡପ ତଥା ଦୁଗ୍ଧ ଶୀତଳୀକରଣ

କେନ୍ଦ୍ର ଭଳି ବିଭିନ୍ନ ପ୍ରକଳ୍ପ ସ୍ଥାନୀୟ ବାସିନ୍ଦାଙ୍କୁ ଉପକୃତ କରିବା ସହିତ ଆଞ୍ଚଳିକ

କ୍ଷୁଦ୍ର ବ୍ୟବସାୟୀମାନଙ୍କ ପାଇଁ ମଧ୍ୟ ଲାଭଦାୟକ ସାବ୍ୟସ୍ତ ହେବ ।

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande