ବାଲିଅନ୍ତା ତଦନ୍ତ ପାଇଁ ୨ଟି ଟିମ୍ ଗଠନ
ଭୁବନେଶ୍ୱର, 10 ମେ (ହି.ସ.)- ବାଲିଅନ୍ତା ତଦନ୍ତ ପାଇଁ ୨ଟି ଟିମ୍ ଗଠନ କରାଯାଇଥିବା କ୍ରାଇମବ୍ରାଞ୍ଚ ଡିଆଇଜି ସୂଚନା ଦେଇଛନ୍ତି । ତଦନ୍ତ ପାଇଁ ୧୦ ଅଫିସର୍ଙ୍କୁ ନେଇ ୨ଟି ଟିମ୍ ଗଠନ କରାଯାଇଛି । ଗୋଟିଏ ଟିମ୍ ବାଲିଅନ୍ତା ଥାନା, ଆଉ ଗୋଟିଏ ଟିମ୍ ଘଟଣାସ୍ଥଳକୁ ଯିବ ।
ବାଲିଅନ୍ତା ତଦନ୍ତ ପାଇଁ ୨ଟି     ଟିମ୍ ଗଠନ


ଭୁବନେଶ୍ୱର, 10 ମେ (ହି.ସ.)- ବାଲିଅନ୍ତା

ତଦନ୍ତ ପାଇଁ ୨ଟି ଟିମ୍ ଗଠନ କରାଯାଇଥିବା କ୍ରାଇମବ୍ରାଞ୍ଚ

ଡିଆଇଜି ସୂଚନା ଦେଇଛନ୍ତି । ତଦନ୍ତ ପାଇଁ ୧୦ ଅଫିସର୍ଙ୍କୁ ନେଇ ୨ଟି ଟିମ୍ ଗଠନ କରାଯାଇଛି । ଗୋଟିଏ

ଟିମ୍ ବାଲିଅନ୍ତା ଥାନା, ଆଉ ଗୋଟିଏ ଟିମ୍ ଘଟଣାସ୍ଥଳକୁ ଯିବ । ତଦନ୍ତରେ ସାଇଣ୍ଟିଫିକ ଓ ସାଇବର ଟିମ୍, ଡଗ୍ ସ୍କ୍ବାଡ୍ ସାମିଲ କରାଯାଇଛି । ଦୁଷ୍କର୍ମ, ହତ୍ୟା, ପୋଲିସର ଅବହେଳାକୁ ନେଇ ତଦନ୍ତ କରାଯିବ । ଅଭିଯୁକ୍ତଙ୍କୁ ରିମାଣ୍ଡରେ

ଆଣିବୁ ବୋଲି କ୍ରାଇମବ୍ରାଞ୍ଚ ଡିଆଇଜି କହିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande