
ଭୁବନେଶ୍ୱର, 10 ମେ (ହି.ସ.)- ବିଶ୍ୱ ମାତୃ
ଦିବସର ଶୁଭେଚ୍ଛା ଜଣାଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ଡ.ମୁକେଶ ମହାଲିଙ୍ଗ । ଏନେଇ ସୋସିଆଲ ମିଡିଆ
ଏକ୍ସରେ ମନ୍ତ୍ରୀ କହିଛନ୍ତି ଯେ, ମା' କେବଳ ଏକ ଶବ୍ଦ ନୁହେଁ, ଏହା ସ୍ନେହ, ଶ୍ରଦ୍ଧା, ତ୍ୟାଗ ଏବଂ ସମର୍ପଣର ଅନ୍ୟ ଏକ ନାମ ଅଟେ| ଆଜି ବିଶ୍ୱ ମାତୃ ଦିବସ ଅବସରର ମା'ଙ୍କ ପ୍ରତି ମୋର ସମ୍ମାନ ଜଣାଉଛି|
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା