୨୫୧କୁଣ୍ଡିୟ ମହାଯଜ୍ଞ ଉଦ୍ଧେଶ୍ୟରେ ପୂଜାରିପୁଟ୍, ଖଇରମୁଣ୍ଡି ଠାରେ ଦୀପ ମହାଯଜ୍ଞ ଅନୁଷ୍ଠିତ
ଜୟପୁର, ୧୧ ମେ (ହି.ସ.) - ୨୫୧ କୁଣ୍ଡିୟ ମହା ଯଜ୍ଞ ଉପଲକ୍ଷେ ବଡ଼ ମୁଣ୍ଡାପଦର୍ , ସାନ ମୁଣ୍ଡାପଦର, ଆମଗୁଡ଼ା , ହାଡ଼ିଆ,ପୁଟ୍ରା, ,ସିନ୍ଧିଗମ୍ ,ରଣ୍ଡା ପଲ୍ଲୀ, ଏକଟା ଗୁଡ଼ା, ଦୁବୁଲୀ,ବଜରଙ୍ଗ ନଗର ,ଗୋଡ଼ପଦର, କଳ। ଗୁଡ଼ା , ନୁଆଗୁଡ଼ା ,କେରାପୁଟ ଠାରେ ଅଷ୍ଟ ପ୍ରହରୀ ର ଶୁଭାରମ୍ଭ ସମୟରେ ଗାୟତ୍ରୀ ପରିବାର ଜି
*251କୁଣ୍ଡିୟ ମହାଯଜ୍ଞ ଉଦ୍ଧେଶ୍ୟରେ ପୂଜାରିପୁଟ୍,ଖଇରମୁଣ୍ଡି ଠାରେ ଦୀପ ମହାଯଜ୍ଞ ଅନୁଷ୍ଠିତ*


ଜୟପୁର, ୧୧ ମେ (ହି.ସ.) - ୨୫୧ କୁଣ୍ଡିୟ ମହା ଯଜ୍ଞ ଉପଲକ୍ଷେ ବଡ଼ ମୁଣ୍ଡାପଦର୍ , ସାନ ମୁଣ୍ଡାପଦର, ଆମଗୁଡ଼ା , ହାଡ଼ିଆ,ପୁଟ୍ରା, ,ସିନ୍ଧିଗମ୍ ,ରଣ୍ଡା ପଲ୍ଲୀ, ଏକଟା ଗୁଡ଼ା, ଦୁବୁଲୀ,ବଜରଙ୍ଗ ନଗର ,ଗୋଡ଼ପଦର, କଳ। ଗୁଡ଼ା , ନୁଆଗୁଡ଼ା ,କେରାପୁଟ ଠାରେ ଅଷ୍ଟ ପ୍ରହରୀ ର ଶୁଭାରମ୍ଭ ସମୟରେ ଗାୟତ୍ରୀ ପରିବାର ଜିଲ୍ଲା ସପ୍ତଶୁତ୍ରୀ କାର୍ଯ୍ୟକ୍ରମ ପ୍ରମୁଖ ନିରଞ୍ଜନ ପାଣିଗ୍ରାହି ,ଗୋପାଳ ପାତ୍ର ,କିଶୋର ଭାଇ ,ସନ୍ତୋଷ ଜେନା ଉପସ୍ଥିତ ରହି ସଂପର୍କ ସ୍ଥାପନ କରି ସୂଚନା ପ୍ରଦାନ ଥିଲେ ।

ଖଇରମୁଣ୍ଡି ମହାକାଳେଶ୍ୱର ମନ୍ଦିର ଠାରେ ୩୦୦ ରୁ ଉର୍ଦ୍ଧ ଭକ୍ତଙ୍କ ଉପସ୍ଥିତି ରେ ଦୀପ ମହାଯଜ୍ଞ ମାଧ୍ୟମ ରେ ଭୋଗ ମଣ୍ଡପ ଉଦଘାଟନ ମୋହା ସମାରୋହ ଓ ପ୍ରସାଦ ସେବନ କାର୍ଯ୍ୟ କ୍ରମ ସଂପନ୍ନ କରାଗଲା ଯାହାର ପରିଚାଳନା ନିରଞ୍ଜନ ପାଣିଗ୍ରାହି କରିଥିଲେ । ସୋହାଯୋଗ କରିଥିଲେ ,ଜ୍ୟୋତିରଞ୍ଜନ ପାଣିଗ୍ରାହି,ଯୋଗେଶ୍ୱରି ପାଣିଗ୍ରାହି ଓ ଖଇର ମୁଣ୍ଡିର ସମସ୍ତ ଗ୍ରାମବାସୀ ,ଉକ୍ତ ସମୟରେ ଯୌନ୍ତିଗିରି ନିକଟସ୍ଥ ପୂଜାରିପୁଟ ଜଗନ୍ନାଥ୍ ମନ୍ଦିର ଠାରେ ମଧ୍ୟ ଦୀପ ଯଜ୍ଞ ଅନୁଷ୍ଠିତ ହୋଇଥିଲା ଯାହାର ପରି ଚାଳନା କରିଥିଲେ । ରଜତ ସଡ ଙ୍ଗି,ବାଲ୍ମୀକି ପ୍ରଧାନ, ମମତା ମିଶ୍ର ,ରତନ ଭାଇ ସହୋଯୋଗ କରିଥିଲେ ଗଙ୍ଗାଧର ପାଣିଗ୍ରାହୀ, ଗୋପାଳ ପାତ୍ର, ସିତୁନ ପାଣିଗ୍ରାହି ,ନିରଜ୍ ନାୟକ, ଗୋଦା ଧର ଷଡ଼ଙ୍ଗୀ, ଟୁନା ନାୟକ ,ପ୍ରସାଦ ପାତ୍ର , ସଞ୍ଜୟ ନାୟକ ,ବାବୁ ଭାଇ, ଗୌରାଙ୍ଗ ନାୟକ ଓ ପୁଜରିପୁଟ ସମସ୍ତ ଗ୍ରାମବାସୀ ଉପସ୍ଥିତି ଥିଲେ ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande