ଭୁବନେଶ୍ୱର, 11 ମେ (ହି.ସ.)- ରାଜ୍ୟରେ
ଆଇନ୍ ଶୃଙ୍ଖଳା ବିପର୍ଯ୍ୟସ୍ତ ଅଭିଯୋଗ କରି କଂଗ୍ରେସ ଆନ୍ଦୋଳନ କରିଛି । କମିଶନରେଟ୍ ପୋଲିସ
କାର୍ଯ୍ୟାଳୟ ଘେରାଉ କରିଛି କଂଗ୍ରେସ । ଘେରାଉ ସହ ପୋଲିସ ଉପରକୁ ଟମାଟୋ ମାଡ଼ କରିଛି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା
12 May 2026
ଭଦ୍ରକ, ୧୨ ମଇ (ହି.ସ.) - ଭଦ୍ରକ ଇଣ୍ଡସଇଣ୍ଡ ବ୍ୟାଙ୍କରେ ଜାଲିଆତି ହେବା ଘଟଣା ଏବେ ଚର୍ଚ୍ଚାର ବିଷୟ ହୋଇଛି । ଏହି ଜାଲିଆତିରେ ଜଣେ ଗ୍ରାହକଙ୍କ ସ୍ଥାୟୀ ଜମାରୁ ୯ ଲକ୍ଷ ଟଙ୍କା ଗାଏବ ଘଟଣା ସାମ୍ନାକୁ ଆସିଛି। ଯାହାକୁ ନେଇ ଜମାକାରୀ ଭଦ୍ରକ ଏସପିଙ୍କ ନିକଟରେ ଫେରାଦ ହେବା ସହ ଭଦ୍ରକ ସାଇବର ଥାନାରେ ..
ଭଦ୍ରକ, ୧୨ ମଇ (ହି.ସ.) - ଡ. ପ୍ରଭାତନଳିନୀ ମହାପାତ୍ର ଏକାଧାରରେ ଜଣେ ଶିକ୍ଷାବିତ୍, କବି, ଗେବଷକ, ଆଧ୍ୟାତ୍ମ୍ୟବାଦୀ ତଥା ସାମାଜିକ ପ୍ରତିବଦ୍ଧତା ଥିବା ବ୍ୟକ୍ତିତ୍ୱ ଥେôଲ। ସ୍ଥାନୀୟ ଭାଗବତ ମଣ୍ଡପ ଠାରେ ଗାଳ୍ପିକ ପବିତ୍ର ପାଣିଗ୍ରାହୀଙ୍କ ସଂଚ ।ଳନାରେ ତାଙ୍କ ଏକାଦଶାହରେ ଅନୁଷ୍ଠିତ ସ୍ମୃତିସଭାରେ ..
ସ୍ତ୍ରୀର ଅଶ୍ମୀଳ ଫଟୋ ଭାଇରାଲ କରି ସ୍ବାମୀ ଗିରଫ..
ଭଦ୍ରକ, ୧୨ ମଇ (ହି.ସ.) - ବର୍ଷା ଋତୁ ପାଖେଇ ଆସୁଥିବା ବେଳେ ଧାମନଗର ବ୍ଲକ ଦଳାଙ୍ଗ ପଂଚାୟତବାସୀଙ୍କ ମନରେ ଘାରିଛି ବନ୍ୟା ଆତଙ୍କ। ଗୋଖାସାହି ଦକ୍ଷିଣ ପାର୍ଶ୍ୱ ଦେଇ ବହି ଯାଇଥିବା ଗେଙ୍ଗୁଟି ନଦୀର ସୁରକ୍ଷା ପାଚେରି ନିର୍ମାଣ କାର୍ଯ୍ୟ ଅତି ମନ୍ଥର ଗତିରେ ଚାଲିଥିବାରୁ ସ୍ଥାନୀୟ ଅଂଚଳରେ ତୀବ୍ର ଅସନ୍ତ..
Copyright © 2017-2024. All Rights Reserved Hindusthan Samachar News Agency
Powered by Sangraha