ମହାକାଳପଡ଼ାରେ ସୋମନାଥ ସ୍ୱାଭିମାନ ପର୍ବ ଆୟୋଜିତ
ଭୁବନେଶ୍ୱର, ୧୧ ମଇ (ହି.ସ.) - ସୋମନାଥ ମନ୍ଦିର ପୁନରୁଦ୍ଧାରର ୭୫ ବର୍ଷ ପୂର୍ତିି ଉପଲକ୍ଷେ କନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ାଠାରେ ସୋମନାଥ ସ୍ୱାଭିମାନ ପର୍ବ ଆୟୋଜିତ ହୋଇଯାଇଛି। ଏହି ଅବସରରେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଯୋଗ ଦେଇ ସନାତନ ସଭ୍ୟତାର ଅମରତ୍ୱ ସମ୍ପର୍କରେ ଆଲୋଚନା କରି
bm


ଭୁବନେଶ୍ୱର, ୧୧ ମଇ (ହି.ସ.) - ସୋମନାଥ ମନ୍ଦିର ପୁନରୁଦ୍ଧାରର ୭୫ ବର୍ଷ ପୂର୍ତିି ଉପଲକ୍ଷେ କନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ାଠାରେ ସୋମନାଥ ସ୍ୱାଭିମାନ ପର୍ବ ଆୟୋଜିତ ହୋଇଯାଇଛି। ଏହି ଅବସରରେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଯୋଗ ଦେଇ ସନାତନ ସଭ୍ୟତାର ଅମରତ୍ୱ ସମ୍ପର୍କରେ ଆଲୋଚନା କରି ସନାତନ ସଂସ୍କୃତିର ଅନନ୍ତ ଶକ୍ତି ଓ ଆଧ୍ୟାତ୍ମିକ ଗୌରବର ପ୍ରତୀକ ଶ୍ରୀ ସୋମନାଥ ବୋଲି କହିଛନ୍ତି। ଏହି ଅବସରରେ ମହାକାଳପଡ଼ା ବିଧାୟକ ଦୁର୍ଗା ପ୍ରସନ୍ନଙ୍କ ସମେତ ଅନ୍ୟାନ୍ୟ କାର୍ଯ୍ୟକର୍ତା ଓ ଶ୍ରଦ୍ଧାଳୁମାନେ ଉପସ୍ଥିତ ଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande