ଆସାମ ମୁଖ୍ୟମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଲେ ନବୀନ
ଭୁବନେଶ୍ୱର,୧୨ ମଇ (ହି.ସ)- ଆସାମର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିବା ହିମନ୍ତ ବିଶ୍ୱଶର୍ମାଙ୍କୁ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଶୁଭେଚ୍ଛା ଜଣାଇଛନ୍ତି। ଏକ୍ସରେ ପୋଷ୍ଟ କରି ନବୀନ ଲେଖିଛନ୍ତି ଆସାମର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବା ପାଇଁ ଶ୍ରୀ ହିମନ୍ତ ବିଶ୍ୱଶର୍ମାଜୀଙ୍କୁ ଅଭ
nav


ଭୁବନେଶ୍ୱର,୧୨ ମଇ (ହି.ସ)- ଆସାମର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିବା ହିମନ୍ତ ବିଶ୍ୱଶର୍ମାଙ୍କୁ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଶୁଭେଚ୍ଛା ଜଣାଇଛନ୍ତି।

ଏକ୍ସରେ ପୋଷ୍ଟ କରି ନବୀନ ଲେଖିଛନ୍ତି ଆସାମର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବା ପାଇଁ ଶ୍ରୀ ହିମନ୍ତ ବିଶ୍ୱଶର୍ମାଜୀଙ୍କୁ ଅଭିନନ୍ଦନ।ମୁଁ କାମନା କରୁଛି, ଆପଣଙ୍କ ନେତୃତ୍ୱରେ ରାଜ୍ୟ ବିକାଶର ନୂତନ ଶିଖରରେ ପହଂଚିବ। ଶୁଭକାମନା।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande