
ଭୁବନେଶ୍ୱର, ୦୨ ମଇ (ହି.ସ.)- ବିଜେପି ଅନୁସୁଚିତ ଜନଜାତି ମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ କାନ୍ଦ୍ରା ସୋରେନ ଶନିବାର ଦିନ ଅନୁସୁଚିତ ଜନଜାତି ମୋର୍ଚ୍ଚାର ରାଜ୍ୟ ପଦାଧିକାରୀ ନାମ ତାଲିକା ଘୋଷଣା କରିଛନ୍ତି । ତାଲିକାରେ ୮ ଉପସଭାପତି, ୩ ସାଧାରଣ ସଂପାଦକ, ୭ ସଂପାଦକ, ୧ କୋଷାଧ୍ୟକ୍ଷ, ୧ ମିଡିଆ ସଂଯୋଜକ, ୧ ସଂଯୋଜକଙ୍କ ନାମ ରହିଛି।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା