ଜିଲ୍ଲା ଟପ୍ପର ହେଲେ ଦେବଦର୍ଶୀ ମଣ୍ଡଳ
କେନ୍ଦ୍ରାପଡା, ୦୨ ମଇ (ହି.ସ.) ଜିଲ୍ଲା ଟପ୍ପର ହେଲେ ଦେବଦର୍ଶୀ ମଣ୍ଡଳ ଖରିନାସି ଉଚ୍ଚ ବିଦ୍ୟାଳୟର ଛାତ୍ର ଦେବଦର୍ଶୀ ମଣ୍ଡଳ ମାଟ୍ରିକ ପରୀକ୍ଷାରେ ୫୭୧ ଅଙ୍କ ଅଧିକାର କରି ଜିଲ୍ଲା ଟପ୍ପର ହୋଇଛନ୍ତି l ତାଙ୍କ ଏହି ଉଲ୍ଲେଖନୀୟ ସଫଳତା ପାଇଁ ବିଦ୍ୟାଳୟ, ଶିକ୍ଷକମଣ୍ଡଳୀ ଓ ଅଭିଭାବକମାନେ ଗର୍ବ ଅନୁଭବ
ଜିଲ୍ଲା ଟପ୍ପର ହେଲେ ଦେବଦର୍ଶୀ ମଣ୍ଡଳ ଖରିନାସି ଉଚ୍ଚ


କେନ୍ଦ୍ରାପଡା, ୦୨ ମଇ (ହି.ସ.) ଜିଲ୍ଲା ଟପ୍ପର ହେଲେ ଦେବଦର୍ଶୀ ମଣ୍ଡଳ

ଖରିନାସି ଉଚ୍ଚ ବିଦ୍ୟାଳୟର ଛାତ୍ର ଦେବଦର୍ଶୀ ମଣ୍ଡଳ ମାଟ୍ରିକ ପରୀକ୍ଷାରେ ୫୭୧ ଅଙ୍କ ଅଧିକାର କରି ଜିଲ୍ଲା ଟପ୍ପର ହୋଇଛନ୍ତି l ତାଙ୍କ ଏହି ଉଲ୍ଲେଖନୀୟ ସଫଳତା ପାଇଁ ବିଦ୍ୟାଳୟ, ଶିକ୍ଷକମଣ୍ଡଳୀ ଓ ଅଭିଭାବକମାନେ ଗର୍ବ ଅନୁଭବ କରୁଛନ୍ତି l

ଦେବଦର୍ଶୀଙ୍କ ଏହି ସଫଳତା ପଛରେ ତାଙ୍କର ନିରନ୍ତର ପରିଶ୍ରମ, ଶିକ୍ଷକମାନଙ୍କ ନିର୍ଦ୍ଦେଶନା ଓ ପରିବାରର ସହଯୋଗ ରହିଛି l ଭବିଷ୍ୟତରେ ସେ ଆହୁରି ଉଚ୍ଚ ସଫଳତା ଅର୍ଜନ କରିବେ ବୋଲି ସମସ୍ତଙ୍କ ଆଶା l

ଏହି ସଫଳତା ଅଞ୍ଚଳର ଅନ୍ୟ ଛାତ୍ରଛାତ୍ରୀଙ୍କ ପାଇଁ ପ୍ରେରଣାର ଉତ୍ସ ହୋଇଛି l

---------------

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande