ଶ୍ରୀଶ୍ରୀବଳଦେବଜୀଉଙ୍କ ଗଜ ଉଦ୍ଧାରଣ ବେଶ
କେନ୍ଦ୍ରାପଡା, ୦୨ ମଇ (ହି.ସ.) କେନ୍ଦ୍ରାପଡାପବିତ୍ର ବୈଶାଖ ପୂର୍ଣ୍ଣିମା ରେ ଗଜ ଉଦ୍ଧାର ବେଶ ଆଜି କ୍ଷେତ୍ର ଧି ପତି ପ୍ରଭୁ ବଳଦେବ ଜୀଉ ଙ୍କ ର ଗଜ ଉଦ୍ଧାର ବେଶ ଅନୁଷ୍ଠିତ ହୋଇଛି ସନ୍ଧ୍ୟା ନୀତି ସମ୍ପନ୍ନ ପରେ ବେଶ ଅନୁଷ୍ଠିତ ହୋଇଥିଲା ଶୁଦ୍ଧ ମା ଠ ବସ୍ତ୍ର ପିନ୍ଧା ଯାଇ ମଣ୍ଡଳ ବନ୍ଧା ଯାଇଥିଲା
ଶ୍ରୀଶ୍ରୀବଳଦେବଜୀଉଙ୍କ ଗଜ ଉଦ୍ଧାରଣବେଶ ।


କେନ୍ଦ୍ରାପଡା, ୦୨ ମଇ (ହି.ସ.) କେନ୍ଦ୍ରାପଡାପବିତ୍ର ବୈଶାଖ ପୂର୍ଣ୍ଣିମା ରେ ଗଜ ଉଦ୍ଧାର ବେଶ ଆଜି କ୍ଷେତ୍ର ଧି ପତି ପ୍ରଭୁ ବଳଦେବ ଜୀଉ ଙ୍କ ର ଗଜ ଉଦ୍ଧାର ବେଶ ଅନୁଷ୍ଠିତ ହୋଇଛି ସନ୍ଧ୍ୟା ନୀତି ସମ୍ପନ୍ନ ପରେ ବେଶ ଅନୁଷ୍ଠିତ ହୋଇଥିଲା ଶୁଦ୍ଧ ମା ଠ ବସ୍ତ୍ର ପିନ୍ଧା ଯାଇ ମଣ୍ଡଳ ବନ୍ଧା ଯାଇଥିଲା ବାହୁ ଚରଣ ଏବଂ ପ୍ରତୀକାତ୍ମକ ପଦ୍ମ ଫୁଲ ଭକ୍ତ ଗରୁଡ ଙ୍କ କାନ୍ଧ ରେ ମହାଲକ୍ଷ୍ମୀ ପ୍ରଭୁ ଜଗନ୍ନାଥଙ୍କ ବିରାଜ ମାନ ଦୃଶ୍ୟ ବହୁତ ସୁନ୍ଦର ଥିଲା ଗର୍ଭ ଗୃହ ଚଟାଣ ରେ ଜଳ ପୁରା ଯାଇ ହସ୍ତୀ ମଗର କୁ ଜଳ ଭିତରେ ରଖା ଯାଇଥିଲା ଭକ୍ତ ମାନେ ଭୋଗ ମଣ୍ଡପ ରେ ରହି ଏହି ଦୃଲ ଭ ଦର୍ଶନ କରିଥିଲେ ଆଜି ବୈଶାଖ ପୂର୍ଣ୍ଣିମା ଥିବାରୁ ଦିନ ରାତି ତମାମ ଭକ୍ତ ଙ୍କ ଭିଡ଼ ହୋଇଥିଲା ପରେ ଅନ୍ୟ ନୀତି କରାଯାଇ ରାତ୍ର ଏଗାର ଟା ବେଳକୁ ପହୁଡ଼ ପଡ଼ିଥିବା କାର୍ୟୟନିର୍ବାହୀ ଅଧିକାରୀ ବଳଭଦ୍ର ପତ୍ରୀ ସୂଚନା ଦେଇଛନ୍ତି

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande