ଭୁବନେଶ୍ୱର, ୦୨ ମଇ (ହି.ସ.)- ଆସନ୍ତା ମେ' ୪ ତାରିଖରେ ବଂଚିତ ହିତାଧିକାରୀଙ୍କୁ ସୁଭଦ୍ରା ଟଙ୍କା ମିଳିବ ।ବଂଚିତ ହୋଇଥିବା ୧ ଲକ୍ଷ ୨୩ ହଜାର ୮୪୯ ହିତାଧିକାରୀ ଟଙ୍କା ପାଇବେ। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏକ୍ସରେ ଏହି ସୂଚନା ଦେଇଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା
02 May 2026
ବଲାଙ୍ଗିର, 02 ମେ (ହି.ସ.) ଟିଟିଲାଗଡ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ପକ୍ଷରୁ ଶୁକ୍ରବାର ସଂଧ୍ୟାରେ ସ୍ଥାନିୟ ଡି. ଏନ୍. ରିସର୍ଟ ଠାରେ ପ୍ରମୁଖ ଜନ ସଂଗୋଷ୍ଠୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ରାଷ୍ଟ୍ରିୟ ସ୍ୱୟଂ ସେବକ ସଂଘର ବଲାଙ୍ଗିର ବିଭାଗ ସଂଘ ଚାଳକ ଜତିନ୍ଦ..
ବଲାଙ୍ଗିର, 02 ମେ (ହି.ସ.) ବଲାଙ୍ଗିର ନିର୍ମାଣ ଶ୍ରମିକ ସଂଘ ତରଫରୁ ବିଶ୍ୱ ଶ୍ରମିକ ଦିବସ ଶୁକ୍ରବାର ସ୍ଥାନୀୟ କୋସଲ କଳା ମଣ୍ଡଳ ପଡିଆ ଠାରେ ପାଳିତ ହୋଇଯାଇଛି । ଏହି ଅବସରରେ ଏକ ବିଶାଳ ଶୋଭାଯାତ୍ରା ସହର ପରିକ୍ରମା କରିବା ପରେ କୋସଲ କଳା ମଣ୍ଡଳ ପଡିଆ ଠାରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା ।..
ବଲାଙ୍ଗିର, 02 ମେ (ହି.ସ.) ଚଳିତ ବର୍ଷ ସୁଦପଡା ଶିତଳଷଷ୍ଠୀ କମିଟି ତରଫରୁ ୪୫ତମ ଶିତଳଷଷ୍ଠୀ ମହୋତ୍ସବ ପାଳନ କରିବା ପାଇଁ ଏକ ପ୍ରସ୍ତୁତି ବୈଠକ ସ୍ଥାନୀୟ ହନୁମାନ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ଯୁବନେତା ତଥା ଯୁବ ସଂଗଠକ ଦେବଦତ୍ତ ବେହେରା (ବୁଲୁ) ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥି..
ଜୟପୁର, , 02 ମେ (ହି.ସ.) ଚଳିତ ବର୍ଷ ରାଜ୍ୟ ମାଧ୍ୟମିକ ଶିକ୍ଷା ପରିଷଦର ପରିଚାଳିତ ମେଟ୍ରିକ ପରୀକ୍ଷା ଫଳ ଆଜି ସଂଧ୍ୟାରେ ପ୍ରକାଶ ପାଇଛି । ଏଥିରେ ଅବିଭକ୍ତ କୋପାପୁଟ ଜିଲ୍ଲାର ଟପ୍ପର ଏବଂ ଦ୍ବିତୀୟ ଟପ୍ପର ଭାବେ ଜୟପୁର ଶାରଦା ବିହାର ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ଛାତ୍ର ଅଂଶୁମାନ ପ୍ରି..
Copyright © 2017-2024. All Rights Reserved Hindusthan Samachar News Agency
Powered by Sangraha