ମହାନଦୀ ଜଳ ବିବାଦ ମାମଲା ନେଇ ଟ୍ରିବ୍ୟୁନାଲ୍ରେ ଶୁଣାଣି
ଭୁବନେଶ୍ୱର, 02 ମେ (ହି.ସ.)- ମହାନଦୀ ଜଳ ବିବାଦ ମାମଲା ନେଇ ଟ୍ରିବ୍ୟୁନାଲ୍ରେ ଶୁଣାଣି ହୋଇଛି । ମୌସୁମୀ ଓ ଅଣମୌସୁମୀରେ କେତେ ଜଳ ପ୍ରବାହିତ ଅବଗତ କରାଯାଇଛି । ଟ୍ରିବ୍ୟୁନାଲଙ୍କ ପୂର୍ବ ନିର୍ଦ୍ଦେଶ ଅନୁସାରେ ଓଡ଼ିଶା, ଛତିଶଗଡ଼ ଅବଗତ କରିଛନ୍ତି । ଆପୋଷ ବୁଝାମଣା ନେଇ ବୈଷୟ
ମହାନଦୀ ଜଳ ବିବାଦ ମାମଲା     ନେଇ ଟ୍ରିବ୍ୟୁନାଲ୍ରେ ଶୁଣାଣି


ଭୁବନେଶ୍ୱର, 02 ମେ (ହି.ସ.)- ମହାନଦୀ ଜଳ

ବିବାଦ ମାମଲା ନେଇ ଟ୍ରିବ୍ୟୁନାଲ୍ରେ ଶୁଣାଣି ହୋଇଛି । ମୌସୁମୀ ଓ ଅଣମୌସୁମୀରେ କେତେ ଜଳ ପ୍ରବାହିତ

ଅବଗତ କରାଯାଇଛି । ଟ୍ରିବ୍ୟୁନାଲଙ୍କ ପୂର୍ବ ନିର୍ଦ୍ଦେଶ ଅନୁସାରେ ଓଡ଼ିଶା, ଛତିଶଗଡ଼ ଅବଗତ କରିଛନ୍ତି ।

ଆପୋଷ ବୁଝାମଣା ନେଇ ବୈଷୟିକ

ସ୍ତରରେ ଆଲୋଚନା କଥା ଜଣାଗଲା । ଓଡ଼ିଶା ପକ୍ଷରୁ ପକ୍ଷ ରଖିଛନ୍ତି ଏଜିପୀତାମ୍ବର ଆଚାର୍ଯ୍ୟ । ମେ

୩୦ ତାରିଖରେ ପରବର୍ତ୍ତୀ ଶୁଣାଣି ନେଇ ଦିନ ଧାର୍ଯ୍ୟ କରାଯାଇଛି

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande