ପୋଲିସ ଏସଆଇ ସ୍କାମ୍ : ୮ ଜଣଙ୍କ ବିରୋଧରେ ଏନବିଡବ୍ଲୁ ଜାରି କଲା ସିବିଆଇ
ଭୁବନେଶ୍ୱର, ୦୨ ମଇ (ହି.ସ.)- ପୋଲିସ ଏସଆଇ ସ୍କାମ୍ ମାମଲାରେ ସିବିଆଇ ୮ ଦଲାଲଙ୍କ ବିରୋଧରେ ଏନବିଡବ୍ଲୁ ଜାରି କରିଛି। ବାରମ୍ବାର ନୋଟିସ୍ ପରେ ମଧ୍ୟ ହାଜର ହେଉନଥିବାରୁ ସେମାନଙ୍କ ବିରୋଧରେ ଜାମିନ ବିହୀନ ପରୱାନା (ଏନବିଡବ୍ଲୁ) ଜାରି ହୋଇଛି। ସେମାନଙ୍କ ମଧ୍ୟରେ ୩ ଜଣ ବିହାରୀ ଦଲାଲ ରହିଛନ୍ତି। -
Cbi


ଭୁବନେଶ୍ୱର, ୦୨ ମଇ (ହି.ସ.)- ପୋଲିସ ଏସଆଇ ସ୍କାମ୍ ମାମଲାରେ ସିବିଆଇ ୮ ଦଲାଲଙ୍କ ବିରୋଧରେ ଏନବିଡବ୍ଲୁ ଜାରି କରିଛି। ବାରମ୍ବାର ନୋଟିସ୍ ପରେ ମଧ୍ୟ ହାଜର ହେଉନଥିବାରୁ ସେମାନଙ୍କ ବିରୋଧରେ ଜାମିନ ବିହୀନ ପରୱାନା (ଏନବିଡବ୍ଲୁ) ଜାରି ହୋଇଛି। ସେମାନଙ୍କ ମଧ୍ୟରେ ୩ ଜଣ ବିହାରୀ ଦଲାଲ ରହିଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande