ପ୍ରଭାତ ନଳିନୀ ମହାପାତ୍ରଙ୍କ ଦେହାନ୍ତରେ ସୂର୍ଯ୍ୟବଂଶୀ ସୂରଜଙ୍କ ଶୋକ ପ୍ରକାଶ
ଭୁବନେଶ୍ୱର, 02 ମେ (ହି.ସ.)- ପ୍ରଭାତ ନଳିନୀ ମହାପାତ୍ରଙ୍କ ଦେହାନ୍ତରେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଶୋକ ପ୍ରକାଶ କରିଛନ୍ତି । ଏନେଇ ସୋସିଆଲ ମିଡିଆ ଏକ୍ସରେ ମନ୍ତ୍ରୀ କହିଛନ୍ତି ଯେ, ଓଡ଼ିଆ ସାହିତ୍ୟ ଜଗତର ଜଣେ ଅନନ୍ୟ ସାଧିକା, ପ୍ରଭାତ ନଳିନୀ ମହାପ
ପ୍ରଭାତ ନଳିନୀ     ମହାପାତ୍ରଙ୍କ ଦେହାନ୍ତରେ ସୂର୍ଯ୍ୟବଂଶୀ ସୂରଜଙ୍କ ଶୋକ ପ୍ରକାଶ


ଭୁବନେଶ୍ୱର, 02 ମେ (ହି.ସ.)- ପ୍ରଭାତ

ନଳିନୀ ମହାପାତ୍ରଙ୍କ ଦେହାନ୍ତରେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଶୋକ ପ୍ରକାଶ

କରିଛନ୍ତି । ଏନେଇ ସୋସିଆଲ ମିଡିଆ ଏକ୍ସରେ ମନ୍ତ୍ରୀ କହିଛନ୍ତି ଯେ, ଓଡ଼ିଆ ସାହିତ୍ୟ ଜଗତର

ଜଣେ ଅନନ୍ୟ ସାଧିକା, ପ୍ରଭାତ ନଳିନୀ ମହାପାତ୍ରଙ୍କ ଦେହାନ୍ତ ବିଷୟରେ ଜାଣି ଅତ୍ୟନ୍ତ ଦୁଃଖିତ। ଭଦ୍ରକ ମାଟିର

ଏହି ବିଦୁଷୀ ମହିଳାଙ୍କ ରଚିତ ‘ପ୍ରବନ୍ଧ ବର୍ଣ୍ଣାଳୀ’ ଓ ‘ସ୍ୱପ୍ନରେ ଚିରକାଳ’ ଭଳି କୃତିଗୁଡ଼ିକ ତାଙ୍କୁ ସର୍ବଦା ଅମର କରି ରଖିବ।

ମନ୍ତ୍ରୀ କହିଛନ୍ତି ଯେ, ଶୋକାକୁଳ

ପରିବାରକୁ ଏହି ଅସହ୍ୟ ଦୁଃଖ ସହିବାକୁ ମହାପ୍ରଭୁ ଶକ୍ତି ପ୍ରଦାନ କରନ୍ତୁ। ଭାବପୂର୍ଣ୍ଣ

ଶ୍ରଦ୍ଧାଞ୍ଜଳି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande