ବସ ଅଟୋ ମୁହାଁମୁହିଁ ଧକ୍କା, ୬ମୃତ ଓ ୪ ଗୁରୁତର
ଗଂଜାମ, 22 ମେ (ହି.ସ.) ପୁରୁଷୋତ୍ତମପୁର ଥାନା ଲଡକା ପଲ୍ଲୀ ନିକଟରେ ଆଜି ସକାଳେ ବସ ଓ ଅଟୋ ମୁହାଁମୁହିଁ ଧକ୍କା ହୋଇଛି । ା ଫଳରେ ଏହି ଘଟଣ ରେ ଛଅଜଣ ଙ୍କ ମୃତ୍ୟୁ ଘଟିଥିବା ବେଳେ ୪ଜଣ ଗୁରୁତର ଆହତ ହୋଇଛନ୍ତି। ଆହତମାନଙ୍କୁ ବ୍ରହ୍ମପୁର ବଡ ମେଡିକାଲରେ ଚିକିତ୍ସା ପାଇଁ ଭର୍ତି କରାଯାଇଛି। ଦୁର୍ଘଟଣା
ବସ ଅଟୋ ମୁହାଁମୁହିଁ ଧକ୍କା, ୬ମୃତ ଓ ୪ ଗୁରୁତର


ଗଂଜାମ, 22 ମେ (ହି.ସ.) ପୁରୁଷୋତ୍ତମପୁର ଥାନା ଲଡକା ପଲ୍ଲୀ ନିକଟରେ ଆଜି ସକାଳେ ବସ ଓ ଅଟୋ ମୁହାଁମୁହିଁ ଧକ୍କା ହୋଇଛି । ା ଫଳରେ ଏହି ଘଟଣ ରେ ଛଅଜଣ ଙ୍କ ମୃତ୍ୟୁ ଘଟିଥିବା ବେଳେ ୪ଜଣ ଗୁରୁତର ଆହତ ହୋଇଛନ୍ତି। ଆହତମାନଙ୍କୁ ବ୍ରହ୍ମପୁର ବଡ ମେଡିକାଲରେ ଚିକିତ୍ସା ପାଇଁ ଭର୍ତି କରାଯାଇଛି। ଦୁର୍ଘଟଣା ପରେ ବସ୍ ଧରି ଡ୍ରାଇଭର ଦୃତଗତିରେ ପଳାୟନ କରିଛି। ଵସ ଓ ଡ୍ରାଇଭର ପୁରୁଷୋତମପୁର ଥାନାରେ ଅଟକ ରହିଛି। ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

---------------

ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ


 rajesh pande