ଭଞ୍ଜନଗର ପୋୖରାଧ୍ୟକ୍ଷଙ୍କ ଘର ଉପରକୁ ବୋମାମାଡ
ଗଞ୍ଜାମ, ୨୨ ମଇ (ହି.ସ.)- ଭଞ୍ଜନଗର ପୋୖରାଧ୍ୟକ୍ଷ ଗୋପବନ୍ଧୁ ମହାପାତ୍ରଙ୍କ ଘର ଉପରକୁ ଦୁବୃର୍ତ୍ତ ମାନେ ଗତକାଲି ବିଳମ୍ବିତ ରାତିରେ ବୋମାମାଡ଼ କରିଛନ୍ତି। ବୋମାମାଡ଼ରେ କେହି ମୃତାହତ ହୋଇନାହାନ୍ତି। ବୋମାମାଡ଼ ସମୟରେ ପୋୖରାଧ୍ୟକ୍ଷ ଘରେ ନଥିଲେ। ରାଜନୈତିକ ଶତ୍ରୁତାରୁ ଏପରି କରାଯାଇଥିବା ଅନୁମାନ
ଭଞ୍ଜନଗର ପୋୖରାଧ୍ୟକ୍ଷଙ୍କ ଘର ଉପରକୁ ବୋମାମାଡ


ଗଞ୍ଜାମ, ୨୨ ମଇ (ହି.ସ.)-

ଭଞ୍ଜନଗର ପୋୖରାଧ୍ୟକ୍ଷ ଗୋପବନ୍ଧୁ ମହାପାତ୍ରଙ୍କ ଘର ଉପରକୁ ଦୁବୃର୍ତ୍ତ ମାନେ ଗତକାଲି ବିଳମ୍ବିତ ରାତିରେ ବୋମାମାଡ଼ କରିଛନ୍ତି। ବୋମାମାଡ଼ରେ କେହି ମୃତାହତ ହୋଇନାହାନ୍ତି। ବୋମାମାଡ଼ ସମୟରେ ପୋୖରାଧ୍ୟକ୍ଷ ଘରେ ନଥିଲେ। ରାଜନୈତିକ ଶତ୍ରୁତାରୁ ଏପରି କରାଯାଇଥିବା ଅନୁମାନ କରାଯାଉଛି। ଖବର ପାଇ ଭଞ୍ଜନଗର ପୁଲିସ ଘଟଣାର ତଦନ୍ତ କରୁଛି l

ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ


 rajesh pande