
କେନ୍ଦ୍ରାପଡା ୨୨ ମଇ (ହି.ସ.) ମାର୍ଶାଘାଇ ବ୍ଲକ ବଟିରା ପଞ୍ଚାୟତ ରାମଚନ୍ଦ୍ରପୁର ଗ୍ରାମର ଧର୍ମପରାୟଣା ମହିଳା ନୟନା ସୁନ୍ଦରୀ ମହାପାତ୍ରଙ୍କ ଦ୍ଵାଦଶାହରେ ଏକ ସ୍ମୃତିସଭା ଅନୁଷ୍ଠିତ ହୋଇଯାଇଛିକ୍ଷ ତାଙ୍କ ପୁତ୍ର ଭୁତତ୍ତ୍ୱବିତ ତଥା ଉଦ୍ୟୋଗପତି ଡ଼ ଅଶୋକ କୁମାର ମହାପାତ୍ରଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ସ୍ମୃତି ସଭାରେ ସମାଜସେବୀ ଶାନ୍ତନୁ ନାୟକ,ଜିଲ୍ଲାପରିଷଦ ସଦସ୍ୟ ପ୍ରତାପ ମଲିକ, ଉଦୟନାଥ ଚୌଧୁରୀ, ସୁରେନ୍ଦ୍ର ବେହେରା,ସର୍ବେଶ୍ୱର ବେହେରା,ମନୋରମା ବଳିୟାରସିଂ,ରମେଶ ବଳିୟାରସିଂ ପ୍ରମୁଖ ଯୋଗଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ କ୍ଷ ବଡ଼ପୁତ୍ର ନିର୍ମଳ କୁମାର ମହାପାତ୍ର,ଅନଙ୍ଗ ପ୍ରସାଦ ମହାପାତ୍ର ସ୍ମୃତିସଭା ପରିଚାଳନାରେ ସହଯୋଗ କରିଥିଲେ କ୍ଷ
---------------
ହିନ୍ଦୁସ୍ଥାନ ସମାଚାର / ରବି