ରାସ୍ତା କଡ଼ରୁ ବୃଦ୍ଧଙ୍କ ମୃତ ଶରୀର ଉଦ୍ଧାର
ଭଦ୍ରକ, ୨୨ ମଇ (ହି.ସ.) - ଭଦ୍ରକ-ଆଖଣ୍ଡଳମଣି ମୁଖ୍ୟରାସ୍ତାର ଆରଡି ସତସଙ୍ଗ ବିହାର ନିକଟରେ ଗତକାଲି ରାତିରୁ ମୂମୁର୍ଷ ଅବସ୍ଥାରେ ଜଣେ ବୃଦ୍ଧ ପଡ଼ି ରହିଥିବା କିଛି ପଥଚାରୀ ଦେଖିବା ପରେ ଆରଡି ପୁଲିସକୁ ଖବର ଦେଇଥିଲେ। ଖବର ପାଇ ଆରଡି ପୁଲିସ ଓ ସ୍ଥାନୀୟ ଲୋକ ବୟସ୍କ ବ୍ୟକ୍ତିଟିର ପରିଚୟ ସନ୍ଧାନ କରିବ
RASTA KADARU BRUDHA NKA MRUTADEHA UDHAR


ଭଦ୍ରକ, ୨୨ ମଇ (ହି.ସ.) - ଭଦ୍ରକ-ଆଖଣ୍ଡଳମଣି ମୁଖ୍ୟରାସ୍ତାର ଆରଡି ସତସଙ୍ଗ ବିହାର ନିକଟରେ ଗତକାଲି ରାତିରୁ ମୂମୁର୍ଷ ଅବସ୍ଥାରେ ଜଣେ ବୃଦ୍ଧ ପଡ଼ି ରହିଥିବା କିଛି ପଥଚାରୀ ଦେଖିବା ପରେ ଆରଡି ପୁଲିସକୁ ଖବର ଦେଇଥିଲେ। ଖବର ପାଇ ଆରଡି ପୁଲିସ ଓ ସ୍ଥାନୀୟ ଲୋକ ବୟସ୍କ ବ୍ୟକ୍ତିଟିର ପରିଚୟ ସନ୍ଧାନ କରିବା ପରେ ମତୋ ଥାନା ମୌସୁଧା ଅଂଚଳର ସିଙ୍ଗିଟ ଗାଁର ରାମଚନ୍ଦ୍ର ବିଶ୍ୱାଳ(୬୦) ବୋଲି ଜଣା ପଡ଼ିଛି। ବୃଦ୍ଧଙ୍କ ମୃତ ହୋଇଥିବା ଜଣାଯାଇଥିଲା। କାରଣ ଅସ୍ପଷ୍ଟ ରହିଥିବାରୁ ପରିବାର ଲୋକ ପହଂଚିବା ପରେ ପୁଲିସ ଶବ ବ୍ୟବଛେଦ ନିମନ୍ତେ ଭଦ୍ରକ ପଠାଇଥିଲା।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande