ବଲାଙ୍ଗୀର ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ପଦୋନ୍ନତି, ସୁଧାଂଶୁ ମିଶ୍ର ନୂତନ ଡିଇଓ
ବଲାଙ୍ଗୀର, ୨୨ ମଇ(ହି.ସ.) – ବଲାଙ୍ଗୀର ଜିଲ୍ଲା ଶିକ୍ଷା ବିଭାଗରେ ବଡ ପରିବର୍ତନ ହୋଇଛି। ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପ୍ରକାଶିତ ପତ୍ର ସଂଖ୍ୟା ୧୨୯୦୭ ଓ ୧୨୯୦୯ ଅନୁଯାୟୀ ବଲାଙ୍ଗୀର ଜିଲ୍ଲା ଶିକ୍ଷା ଅଧିକାରୀ (ଡିଇଓ-କମ-ଡିପିସି)ପ୍ରଦୀପ କୁମାର ନାଗଙ୍କୁ ସମ୍ବଲପୁର ଆଂଚଳିକ ଶିକ୍ଷା ନିର୍ଦ୍ଦେଶ
ବଲାଙ୍ଗୀର ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ପଦୋନ୍ନତି:ସୁଧାଂଶୁ ମିଶ୍ର ନୂତନ ଡିଇଓ


ବଲାଙ୍ଗୀର ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ପଦୋନ୍ନତି:ସୁଧାଂଶୁ ମିଶ୍ର ନୂତନ ଡିଇଓ


ବଲାଙ୍ଗୀର ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ପଦୋନ୍ନତି:ସୁଧାଂଶୁ ମିଶ୍ର ନୂତନ ଡିଇଓ


ବଲାଙ୍ଗୀର, ୨୨ ମଇ(ହି.ସ.) – ବଲାଙ୍ଗୀର ଜିଲ୍ଲା ଶିକ୍ଷା ବିଭାଗରେ ବଡ ପରିବର୍ତନ ହୋଇଛି। ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପ୍ରକାଶିତ ପତ୍ର ସଂଖ୍ୟା ୧୨୯୦୭ ଓ ୧୨୯୦୯ ଅନୁଯାୟୀ ବଲାଙ୍ଗୀର ଜିଲ୍ଲା ଶିକ୍ଷା ଅଧିକାରୀ (ଡିଇଓ-କମ-ଡିପିସି)ପ୍ରଦୀପ କୁମାର ନାଗଙ୍କୁ ସମ୍ବଲପୁର ଆଂଚଳିକ ଶିକ୍ଷା ନିର୍ଦ୍ଦେଶକ ଭାବେ ପଦୋନ୍ନତି ମିଳିଛି। ତାଙ୍କ ସ୍ଥାନରେ ନୂଆପଡ଼ା ଏଡିଇଓ ସୁଧାଂଶୁ ଶେଖର ମିଶ୍ରଙ୍କୁ ବଲାଙ୍ଗୀର ଡିଇଓ-କମ-ଡିପିସି ଭାବେ ନୂତନ ଭାବରେ ନିଯୁକ୍ତି ଦିଆଯାଇଛି। ପ୍ରଦୀପ କୁମାର ନାଗ ଙ୍କ କାର୍ଯକାଳ ମଧ୍ୟରେ ଜିଲ୍ଲାରେ ବିଭିନ୍ନ ଶିକ୍ଷାମୂଳକ କାର୍ଯ୍ୟକ୍ରମ ସୂଚାରୁ ରୂପେ ପରିଚାଳିତ ହୋଇଥିଲା।ଅନ୍ୟପଟେ ନୂତନ ଡିଇଓ ସୁଧାଂଶୁ ଶେଖର ମିଶ୍ର ଙ୍କ ଆଗମନ ପରେ ଜିଲ୍ଲାର ଶିକ୍ଷା ବ୍ୟବସ୍ଥାକୁ ଆହୁରି ସୁଦୃଢ କରିବା ନେଇ ଆଶା ପ୍ରକାଶ ପାଇଛି।

.......................................

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande