ମାଉଂଟ ଏଭରେଷ୍ଟ ଉପରେ ସଫଳତାର ସହ ପହଂଚିଥିବା ବିଏସଏଫର ଅଲ-ୱିମେନ ଟିମକୁ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା
ଭୁବନେଶ୍ୱର, 22 ମେ (ହି.ସ.)- ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୀମା ସୁରକ୍ଷା ବଳର ପ୍ରଥମ ସମ୍ପୂର୍ଣ୍ଣ ମହିଳା ବିଏସଏଫ ମାଉଣ୍ଟ ଏଭରେଷ୍ଟ ଅଭିଯାନ ଦଳକୁ ବିଶ୍ୱର ସର୍ବୋଚ୍ଚ ଶୃଙ୍ଗ ବିଜୟ କରିବା ପାଇଁ ହୃଦୟରୁ ଅଭିନନ୍ଦନ ଜଣାଇଛନ୍ତି। ସୋସିଆଲ ମିଡିଆରେ ଜାରି କରାଯାଇଥିବା ବାର୍
ମାଉଂଟ ଏଭରେଷ୍ଟ ଉପରେ     ସଫଳତାର ସହ ପହଂଚିଥିବା ବିଏସଏଫର ଅଲ-ୱିମେନ ଟିମକୁ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା


ଭୁବନେଶ୍ୱର, 22 ମେ (ହି.ସ.)- ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୀମା ସୁରକ୍ଷା ବଳର ପ୍ରଥମ ସମ୍ପୂର୍ଣ୍ଣ ମହିଳା ବିଏସଏଫ

ମାଉଣ୍ଟ ଏଭରେଷ୍ଟ ଅଭିଯାନ ଦଳକୁ ବିଶ୍ୱର ସର୍ବୋଚ୍ଚ ଶୃଙ୍ଗ ବିଜୟ କରିବା ପାଇଁ ହୃଦୟରୁ ଅଭିନନ୍ଦନ ଜଣାଇଛନ୍ତି।

ସୋସିଆଲ ମିଡିଆରେ ଜାରି

କରାଯାଇଥିବା ବାର୍ତ୍ତାରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ‘ମିଶନ ବନ୍ଦେ ମାତରମ୍’ ଅଧୀନରେ ବିଏସଏଫର ମହିଳା ଦଳଙ୍କ ଦ୍ୱାରା ମାଉଂଟ ଏଭରେଷ୍ଟଉପରେ ସଫଳତାର ସହ ପହଞ୍ଚିବା ଦେଶ ପାଇଁ ଗର୍ବର ମୁହୂର୍ତ୍ତ। ବିଶେଷକରି ବଳର ଡାଇମଣ୍ଡ

ଜୁବିଲି ବର୍ଷରେ ଏହି ସଫଳତା ଆହୁରି ଐତିହାସିକ ହୋଇପଡ଼ିଛି।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ,

ଦଳର ସାହସ, ଧୈର୍ଯ୍ୟ ଏବଂ ଅତୁଟ ସଂକଳ୍ପ ‘ନାରୀ ଶକ୍ତି’ର ପ୍ରକୃତ ଭାବନାକୁ

ପ୍ରତିଫଳିତ କରେ ଏବଂ ଏହା ଭାରତର ଝିଅମାନଙ୍କର ଅସାଧାରଣ କ୍ଷମତାର ପ୍ରତୀକ ଅଟେ ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande