ରାଜା ରାମମୋହନ ରାୟଙ୍କ ଜୟନ୍ତୀରେ ତାଙ୍କୁ ନମନ କଲେ ଧର୍ମେନ୍ଦ୍ର ପ୍ରଧାନ
ଭୁବନେଶ୍ୱର, 22 ମେ (ହି.ସ.)- ରାଜା ରାମମୋହନ ରାୟଙ୍କ ଜୟନ୍ତୀରେ ତାଙ୍କୁ ନମନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏନେଇ ସୋସିଆଲ ମିଡିଆ ଏକ୍ସରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ମହାନ ସମାଜ ସଂସ୍କାରକ ରାଜା ରାମମୋହନ ରାୟଙ୍କ ଜୟନ୍ତୀରେ ତାଙ୍କୁ ମ
ରାଜା ରାମମୋହନ ରାୟଙ୍କ     ଜୟନ୍ତୀରେ ତାଙ୍କୁ ନମନ କଲେ ଧର୍ମେନ୍ଦ୍ର ପ୍ରଧାନ


ଭୁବନେଶ୍ୱର, 22 ମେ (ହି.ସ.)- ରାଜା ରାମମୋହନ

ରାୟଙ୍କ ଜୟନ୍ତୀରେ ତାଙ୍କୁ ନମନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏନେଇ

ସୋସିଆଲ ମିଡିଆ ଏକ୍ସରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ମହାନ ସମାଜ ସଂସ୍କାରକ ରାଜା

ରାମମୋହନ ରାୟଙ୍କ ଜୟନ୍ତୀରେ ତାଙ୍କୁ ମୋର ଶ୍ରଦ୍ଧାଞ୍ଜଳି।

ରାଜା ରାମମୋହନ ରାୟଶିକ୍ଷାର ପ୍ରସାର ଏବଂ ଆଧୁନିକ ଚିନ୍ତାଧାରାକୁ

ସାମାଜିକ ଜାଗରଣର ଆଧାର ଭାବେ ଗଢ଼ି ତୋଳିଥିଲେ। ତାଙ୍କ ଜୀବନ ଆମକୁ ଜ୍ଞାନ,

ସଂସ୍କାର ଏବଂ ପ୍ରଗତିଶୀଳ ଭାରତ ଗଠନ ପାଇଁ ନିରନ୍ତର

ଆଗକୁ ବଢ଼ିବାର ପ୍ରେରଣା ଦେଇଥାଏ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande