
ଭୁବନେଶ୍ୱର, 22 ମେ (ହି.ସ.)- ଝାରସୁଗୁଡାରେ
ଲୋକଙ୍କ ଅଭିଯୋଗ ଶୁଣିଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ । ଝାରସୁଗୁଡ଼ା ସ୍ଥିତ
ସାର୍କିଟ ହାଉସ ଠାରେ ଜନ ଅଭିଯୋଗ ଶୁଣାଣୀରେ ସ୍ଥାନୀୟ ଜନସାଧାରଣଙ୍କ ଅଭିଯୋଗ ଶୁଣିଛନ୍ତି
ମନ୍ତ୍ରୀ । ସମସ୍ୟା ଗୁଡ଼ିକର ସମାଧାନ ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦେଶ ଦେଇଥିଲେ
ମନ୍ତ୍ରୀ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା