କଇଁଫୁଲିଆ ଛକର ନାମ ପରିବର୍ତ୍ତନ ଯୋଗୁଁ ଆସିକା ଅଞ୍ଚଳରେ ଜନ ଅସନ୍ତୋଷ
ଗଂଜାମ, 23 ମେ (ହି.ସ.) ଆସିକା ବିଧାୟକ ସରୋଜ ପାଢୀନିଜକୁ ଜଣେ ମହାନ୍ ବ୍ୟକ୍ତିତ୍ୱ ବୋଲି ଜଣାଇବାକୁ ଓ ଦେଖାଇ ହେବାକୁ ଆସିକା କଇଁଫୁଲିଆ ଛକକୁ ନିଜନାମରେ ପ୍ରଶାସନ ଉପରେ ପ୍ରଭାବ ପକାଇ ସରୋଜପାଢୀ ଛକ ବୋଲି ନାମିତ କରିଥିବାରୁ ଆସିକା ତଥା ସାରା ଗଂଜାମ ଜିଲାରେ ତୀବ୍ର ଅସନ୍ତୋଷଓ ପ୍ରତିବାଦ ସୃଷ୍
କଇଁଫୁଲିଆ ଛକର ନାମ ପରିବର୍ତ୍ତନ ଯୋଗୁଁ ଆସିକା ଅଞ୍ଚଳରେ ଜନ ଅସନ୍ତୋଷ


ଗଂଜାମ, 23 ମେ (ହି.ସ.) ଆସିକା ବିଧାୟକ ସରୋଜ ପାଢୀନିଜକୁ ଜଣେ ମହାନ୍ ବ୍ୟକ୍ତିତ୍ୱ ବୋଲି ଜଣାଇବାକୁ ଓ ଦେଖାଇ ହେବାକୁ ଆସିକା କଇଁଫୁଲିଆ ଛକକୁ ନିଜନାମରେ ପ୍ରଶାସନ ଉପରେ ପ୍ରଭାବ ପକାଇ ସରୋଜପାଢୀ ଛକ ବୋଲି ନାମିତ କରିଥିବାରୁ ଆସିକା ତଥା ସାରା ଗଂଜାମ ଜିଲାରେ ତୀବ୍ର ଅସନ୍ତୋଷଓ ପ୍ରତିବାଦ ସୃଷ୍ଟି ହେବାରେ ଲାଗିଛି ।ଏହାର ନାମ ପରିବର୍ତ୍ତନ ନହୋଇ ପୂର୍ବ ଭଳି କଇଁଫୁଲିଆ ଛକ ରହୁ ବୋଲି ସାଧାରଣରେ ଦାବି ହେଉଛି। ବିଧାୟକଙ୍କ ଏ ଧରଣ ବାଚାଳତା କାଯ୍ୟ ପାଇଁ ରାଜ୍ୟ ସରକାର ନିନ୍ଦିତ ହେବା ଯଥେଷ୍ଟ ସମ୍ଭାବନା ରହିଛି । ରାଜ୍ୟ ମୂଖ୍ୟ ମନ୍ତ୍ରୀ ମୋହନ ଚରଣ ମାଝୀ ଓ ଗଂଜାମ ଜିଲା ପ୍ରଶାସନ ଦୃଢ ପଦକ୍ଷେପ ଗ୍ରହଣ କରିବାକୁ ଜନଦାବି ହେଉଛି ।

---------------

ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ


 rajesh pande