
ଭୁବନେଶ୍ୱର, 23 ମଇ (ହି.ସ.) ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ସମୟରେ ସାଧାରଣ ଲୋକଙ୍କୁ ଆଶ୍ୱସ୍ତି ଯୋଗାଇବା ନିମନ୍ତେ ଭୁବନେଶ୍ୱର ମେୟର ସୁଲୋଚନା ଦାସ ଶନିବାର ଦିନ ଭୁବନେଶ୍ୱରର ୱାର୍ଡ ନଂ. ୪୫ ଅନ୍ତର୍ଗତ ଚିନ୍ତାମଣିଶ୍ୱର ଛକଠାରେ ଆୟୋଜିତ ଏକ ଜଳଛତ୍ର ଶିବିରର ଉଦଘାଟନ କରିଛନ୍ତି ଏହି ଅବସରରେ ସ୍ଥାନୀୟ କର୍ପୋରେଟର ଶ୍ରୀ ଅମରେଶ ଜେନା ଏବଂ ୟୁନାଇଟେଡ ୭୧ ବରିଷ୍ଠ ନାଗରିକ ସଂଘର ସଦସ୍ୟମାନେ ଉପସ୍ଥିତ ଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ